Latest Odisha News

BREAKING NEWS

Browsing Tag

OMC

ଓଡ଼ିଶା ଖଣି ନିଗମର ୬୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ (OMC) ୬୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ସେ କହିଥିଲେ, ୧୯୫୬ରୁ ଆରମ୍ଭ ହୋଇଥିବା ଓଏମସି ଦୀର୍ଘ…

ଓଏମସିର ଲୁହାପଥର ଉତ୍ପାଦନରେ ୧୭ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଦେଶର ଅନ୍ୟତମ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମ (OMC) ୨୦୨୨-୨୩ ଆର୍ଥିକ ବର୍ଷରେ ୨୯.୭ ମିଲିୟନ୍ ଟନ୍ ଲୁହାପଥର ଉତ୍ପାଦନ କରିଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ । ଗତ ଆର୍ଥିକ ବର୍ଷରେ ଓଏମସି ୨୫.୩୧ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ କରିଥିଲା ।…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

କମିଲା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି ।୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି …