Latest Odisha News

BREAKING NEWS

Browsing Tag

OTDC

ପର୍ଶୁରାମେଶ୍ୱର ମନ୍ଦିରରୁ ଆରମ୍ଭ ହେଲା ଓଡ଼ିଶା ୱାଲ୍କ୍ସ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଐତିହ୍ୟ ପରିଦର୍ଶନ ପାଇଁ ଓଟିଡିସି ପକ୍ଷରୁ ପ୍ରାତଃ ଭ୍ରମଣ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିରରୁ ଓଡ଼ିସା ୱାଲ୍କ୍ସର ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି । ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା…

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ପରିସରରେ ଲୋକାର୍ପିତ ହୋଇଛି ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ବ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ୍ । ଏହାସହ ଭୁବନେଶ୍ବର…

ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ

ଭୁବନେଶ୍ବର : ରାଜଧାନୀରେ ଉଦଘାଟିତ ହୋଇଛି ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ଓଡଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରେଷ୍ଟୁରାଣ୍ଟ ଉଦଘାଟିତ ହେବା ପରେ ଏଣିକି ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ…

ରଜ ପର୍ବ ଲାଗି ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ରାଜଧାନୀ…

ମା’ ସମଲେଶ୍ୱରୀ ମନ୍ଦିରରୁ ଟୁରିଷ୍ଟ ବସ୍ ସେବାର ଶୁଭାରମ୍ଭ

ସମ୍ୱଲପୁର: ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ୍ ସେବା । ଏହି ବସ୍‌ ସେବାର ଆଜି ଶୁଭାରମ୍ଭ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ବୁଲି ପାରିବେ ପର୍ଯ୍ୟଟକ । ଏହାସହ ହୀରାକୁଦ, ଘଣ୍ଟେଶ୍ୱରୀ ଓ ଡେବରିଗଡ଼ ବୁଲି…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିତରକନିକା ଓ ଚନ୍ଦ୍ରଭାଗାରେ ନିର୍ମାଣ ହେବ କାଫଟେରିଆ

ଭୁବନେଶ୍ୱର: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଉପାୟ ମାନ ଆପଣାଉଛି ଓଟିଡିସି ଭିତରକନିକା ଓ ଚନ୍ଦ୍ରଭାଗା ପର୍ଯ୍ୟଟନ ସ୍ଥଳରେ ଆଉ ୨ ଟି କାଫଟେରିଆ ନିର୍ମାଣ ହେବା ନେଇ ସୂଚନା ମିଳିଛି। ଓଟିଡିସି ପ୍ରଥମେ ପୁରୀର ସ୍ବର୍ଣ୍ଣିମ…

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ…