Latest Odisha News
Browsing Tag

Oxygen Shortage In Hospital

ଅମ୍ଳଜାନ ଅଭାବ ଯୋଗୁ ଡାକ୍ତରଙ୍କ ସମେତ ୮ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅକ୍ସିଜେନ ଅଭାବ ଯୋଗୁ ଶନିବାର ଦିନ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଡାକ୍ତରଙ୍କ ସମେତ ୮ ଜଣ କୋଭିଡ ରୋଗୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଡାକ୍ତରଖାନା ଏକ ବିବୃତ୍ତିରେ କହିଛି ଯେ ଶନିବାର ଦିନ ଜଣେ ଡାକ୍ତରଙ୍କ ସମେତ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।…

କୋଭିଡ୍ ପରିଚାଳନାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଶିଖରରେ ରହିଥିବା ବେଳେ ଆକ୍ରାନ୍ତଙ୍କୁ ମେଡିକାଲରେ ବେଡ୍ ମିଳୁନି, ଅକ୍ସିଜେନ୍ ଅବାଭ ଦେଖା ଦେଇଛି । ଅନ୍ୟପଟେ ବିଜେପି ପ୍ରଚାରରେ ମାତିଛି । ଏବେର ସମୟ ଜନତାଙ୍କ ଦୁଃଖ ଶୁଣିବାର, ପ୍ରଚାରର ନୁହେଁ ବୋଲି କହି କେନ୍ଦ୍ରର ମୋଦି ସରକାରଙ୍କୁ ଜୋଦଦାର…

ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ସବୁଠି ମେଡିକାଲରେ ଅମ୍ଲଜାନ ଅଭାବ

ନୂଆଦିଲ୍ଲୀ: କରୋନା ସହ ଦେଶ ଲଢ଼ୁଛି । ସ୍ଥିତି ଏମିତି ହୋଇଛି ଯେ ସବୁଠି ସ୍ୱାସ୍ଥ୍ୟସେବାକୁ ନେଇ ହାହାକାର ପଡ଼ିଲାଣି । ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ବିଗିଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବା ଡର ଭିତରେ ଜୀବନ ବିତୁଛି । କାରଣ ଅଧିକାଂଶ ସ୍ଥାନରେ ହସ୍ପିଟାଲରେ ବେଡ୍ ଖୋଲି ନାହିଁ ତ ଆଉ…