Latest Odisha News

BREAKING NEWS

Browsing Tag

P Chidambaram

ଭାରତ ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର, ଯେଉଁଠାରେ ପ୍ରଶ୍ନ ପଚାରିବାର ଅଧିକାର ନାହିଁ: ଚିଦାମ୍ବରମ

ନୂଆଦିଲ୍ଲୀ:ବରିଷ୍ଠ କଂଗ୍ରେସ ନେତା ଚିଡମ୍ବରମ କହିଛନ୍ତି, ଭାରତ ହେଉଛି ଏକ ଅନନ୍ୟ ସଂସଦୀୟ ଗଣତନ୍ତ୍ର ଯେଉଁଠାରେ କୌଣସି ପ୍ରଶ୍ନ ପଚରାଯାଏ ନାହିଁ, କୌଣସି ବିତର୍କ ହୁଏ ନାହିଁ । ଲୋକସଭାରେ ଲଦାଖ ଷ୍ଟାଣ୍ଡଅଫ ପ୍ରସଙ୍ଗରେ ଦଳକୁ କହିବାକୁ ଅନୁମତି ନଦିଆଯିବା ପରେ ମଙ୍ଗଳବାର ଦିନ କଂଗ୍ରେସ…

ଆଇଏନଏକ୍ସ ଦୁର୍ନୀତି ମାମଲା: ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଦିନ ଖାରଜ କରିଦେଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ତିହାର ଜେଲରେ ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି । ଆଇଏନଏକ୍ସ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେ…

ଚିଦାମ୍ବରମଙ୍କୁ ଝଟକା, ଅଗ୍ରୀମ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଝଟକା । ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଗୁରୁବାର ଦିନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ…

ଚିଦାମ୍ବରମଙ୍କ ଗିରଫଦାରି ଦିନ ଦ୍ୱିପ୍ରହରରେ ଗଣତନ୍ତ୍ରର ହତ୍ୟା: କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ସିବିଆଇ ବୁଧବାର ବିଳମ୍ବିତ ରାତିରେ ଏକ ନାଟକୀୟ ଭାବେ ଗିରଫ କରିଛି । ଏହି ଘଟଣାକୁ ନେଇ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମଙ୍କ ପ୍ରତି ନିଜର ସମର୍ଥନ ଜଣାଇଛି । ଏହି…

ଗିରଫ ହେଲେ ପି ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । Congress leader P Chidambaram is being taken to the CBI headquarters in Delhi. https://t.co/dDqPiYmWWZ — ANI…