Latest Odisha News

BREAKING NEWS

Browsing Tag

Pala Singer

ସାରସ୍ୱତ ସାଧକ, ଗାୟକ ଭୂଷଣ ଗୋବିନ୍ଦ ଚନ୍ଦ୍ର ପାଢୀ

ସେଦିନ ଥିଲା ଦୋଳ ପୂର୍ଣ୍ଣିମା, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନୂଆଶାସନ ଗାଁ ଦାଣ୍ଡରେ ରାଧାକୃଷ୍ଣଙ୍କର ଯାତ୍ରା ଚାଲିଥାଏ । ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗର ତାଳେ ତାଳେ, ଆଲଟ, ଚାମର ଭିତରେ ରାଧାକୃଷ୍ଣଙ୍କ ବିମାନ ଆଗକୁ ବଢୁଥିଲା । ଏହି ସମୟରେ ଗାଁର ଜଗବନ୍ଧୁ ପାଢୀ ଓ ସରସ୍ୱତୀ ଦେବୀଙ୍କ କୋଳ…

ପାଲା ଜଗତର ଅନିର୍ବାଣ ଦୀପଶିଖା : ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ

ଚିରାଚରିତ ପାଲାରେ କଳାତ୍ମକ ପ୍ରକାଶଭଙ୍ଗୀର ପ୍ରଚଳନ କରି ସେ ପାଲାରେ ସୃଷ୍ଟି କରିଥିଲେ ନବଦିଗନ୍ତ । ତାଙ୍କର ସୌମ୍ୟକାନ୍ତି ଓ ସୁମଧୁର ସ୍ଵରର ଝଙ୍କାର ଅଗଣିତ ଶ୍ରୋତାମଣ୍ଡଳୀଙ୍କୁ କରୁଥିଲା ସମ୍ମୋହିତ । ଏହି ଯୋଗଜନ୍ମା ଗାୟକ ହେଉଛନ୍ତି ଗାୟକ ବାଣୀବିଭୂଷଣ ଅର୍ଜୁନ ଦାଶ । ଉତ୍କଳ ଭାରତୀ…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ୧୯୮୦ ମସିହା…

ପାଲା ଦୁନିଆର ଆକର୍ଷଣୀୟ ବ୍ୟକ୍ତିତ୍ୱ; ଶଙ୍କର ପଣ୍ଡା

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ଶଙ୍କର ପଣ୍ଡା । ଆକର୍ଷଣୀୟ ଚେହେରା ସାଙ୍ଗକୁ ଶ୍ରୁତିମଧୁର କଣ୍ଠସ୍ୱର ଏବଂ ପ୍ରଚଣ୍ଡ ଜ୍ଞାନ ତାଙ୍କୁ ପାଲା ଦୁନିଆଁରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା । ୧୯୪୫ ମସିହାରେ ବର୍ତ୍ତମାନର ଖୋର୍ଦ୍ଧା ଜିଲ୍ଲାର ତଣ୍ଡାଳ ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ…

ପ୍ରତିଭାଦୀପ୍ତ ଯୁବ ପାଲା ଗାୟକ: ଲମ୍ବୋଦର ବେହେରା

ଭୁବନେଶ୍ୱର: ବର୍ତ୍ତମାନ ସମୟର ଜଣେ ଉଦୀୟମାନ ପ୍ରତିଭାଦୀପ୍ତ ପ୍ରବୀଣ ଯୁବ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଲମ୍ବୋଧର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡିଖଣି ଗ୍ରାମରେ ୧୯୭୩ ମସିହା ସେପ୍ଟେମ୍ବର ୧୭ ତାରିଖରେ ଲମ୍ବୋଦର ଜନ୍ମ ଗ୍ରହଣ କରିଥିଲେ । ବାପା ଲକ୍ଷ୍ମୀଧର ବେହେରା ଓ…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ…

ବିଚକ୍ଷଣ ପାଲା ଗାୟକ: ଅନିରୁଦ୍ଧ ପାଣିଗ୍ରାହୀ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଚତୁର, ବିଚକ୍ଷଣ ଓ ବିଦ୍ୱାନ ଗାୟକ ଥିଲେ ଅନିରୁଦ୍ଧ ପାଣିଗ୍ରାହୀ । ହଂସଗତୀ ଓ ଉଚ୍ଚାଙ୍ଗ କଣ୍ଠ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା । ଏହି ବିଶିଷ୍ଟ ପାଲା ଗାୟକ ୧୯୨୦ ମସିହା ନଭେମ୍ବର ୨୦ ତାରିଖ ବ୍ୟଞ୍ଜନ ଦ୍ୱାଦଶୀ ଦିନ ଭଦ୍ରକ ଜିଲ୍ଲା…

ସର୍ପ ଦଂଶନରେ ଯୁବ ପାଲା ଗାୟକଙ୍କ ମୃତ୍ୟୁ

କାକଟପୁର: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣାଶୁଣା ଯୁବ ପାଲା ଗାୟକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ଦାଙ୍କୁ କାମୁଡ଼ି ଦେଇଥିଲା । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ କାକଟପୁର…