Latest Odisha News

BREAKING NEWS

Browsing Tag

Panchayat

ପଞ୍ଚାୟତ ସ୍ତରରେ ଜାତୀୟ ପେନସନ ପ୍ରଦାନ କରାଯାଉ: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ଜାତୀୟ ପେନ୍‍ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି ଯେଉଁଥିରୁ ୫୦% ଅର୍ଥ ଓଡ଼ିଶା ସରକାର ବହନ କରୁଛନ୍ତି । ବୃଦ୍ଧାବସ୍ଥା ଏବଂ ଭିନ୍ନକ୍ଷମ ପେନସନ ସମେତ ଜାତୀୟ ପେନସନ ପାଉଥିବା ହିତାଧିକାରୀମାନେ ସେମାନଙ୍କ ପେନସନ ଗଣ୍ଡାକ ପାଇଁ ଗ୍ରାମାଞ୍ଚଳରେ ଅବସ୍ଥିତ ବ୍ୟାଙ୍କକୁ ବହୁ…

୯୦ ପ୍ରତିଶତ ଆସନରେ ବିଜେଡିର ବାଜିମାତ୍

ଭୁବନେଶ୍ବର : ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନର ଫଳାଫଳ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ ଆସିସାରିଛି । ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟି ଆସନରେ ବିଜୟୀ ହୋଇଛି ବିଜେଡି । ଅର୍ଥାତ ୯୦ ପ୍ରତିଶତରୁ ଅଧିକ ଆସନ ଅକ୍ତିଆର…

ରାୟଗଡ଼ାରେ ଶେଷ ପର୍ଯ୍ୟାୟରେ ସିଲ୍ ହେଲା ୨୨ ଜିଲ୍ଲା ପରିଷଦଙ୍କ ଭାଗ୍ୟ

ରାୟଗଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏବେ କେବଳ ଅପେକ୍ଷା ଫଳାଫଳ ଘୋଷଣାକୁ । ଏହି କ୍ରମରେ ଆଜି ରାୟଗଡ଼ାରେ ସିଲ୍ ହୋଇଛି ୨୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ୧୮୨ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । କାଁ…

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ…