Latest Odisha News

BREAKING NEWS

Browsing Tag

parliament monsoon session

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଶିବୁ ସୋରେନଙ୍କ ସମେତ ଅନ୍ୟ ୧୪

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି ୧୫ଜଣ ନବ ନିର୍ବାଚିତ ସଦସ୍ୟ । ଏମାନଙ୍କ ମଧ୍ୟରେ ରହିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଶିବୁ ସୋରେନ, ଡିଏମକେ ନେତା ତିରୁଚି ଶିବ ଏବଂ ବିଜେପିର ସୟଦ ଜାଫର ଇସଲାମ। କୋଭିଡ଼-୧୯ ମହାମାରୀକୁ ଦୃଷ୍ଟିରେ ରଖି ସଂସଦର ମୌସୁମୀ…

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ୧୭ ଜଣ ସାଂସଦ କରୋନା ପଜିଟିଭ

ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଧ୍ୟତାମୂଳକ ପରୀକ୍ଷଣରେ ସଂସଦର ୧୭ଜଣ ସଦସ୍ୟ କରୋନାଭାଇରସ୍ ପାଇଁ ସକରାତ୍ମକ ପରୀକ୍ଷା କରିଛନ୍ତି। ସଂକ୍ରମିତ ସାଂସଦମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ସଂଖ୍ୟା-୧୨, ୱାଆରଏସ କଂଗ୍ରେସର ଦୁଇଜଣ…

ପ୍ରଶ୍ନକାଳକୁ ନେଇ ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ମହାମାରୀ ଭିତରେ ଆଜି ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ସମସ୍ତ ପ୍ରୋଟକଲ ଅନୁସରଣ କରାଯାଇ ଏହି ଅଧିବେଶନ ଆରମ୍ଭ ହୋଇଛି। କରୋନା ପାଇଁ ଅଧିବେଶନରେ ପ୍ରଶ୍ନକାଳ ହଟାଯିବାକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖା ଦେଇଥିବା ବେଳେ ଆଜି ଅଧିବେଶନ ଆରମ୍ଭ ହେବା ପରେ ଏହାକୁ ନେଇ…