Latest Odisha News
Browsing Tag

parliament monsoon session

୧୭ରୁ ବସିପାରେ ସଂସଦର ମୌସୁମୀ ଅଧିବେଶନ , ସଂସଦୀୟ କମିଟି ବୈଠକରେ ହୋଇପାରେ ଘୋଷଣା

ନୁଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ଆସନ୍ତା କିଛି ଦିନ ମଧ୍ୟରେ ସଂସଦୀୟ ବ୍ୟାପାର କମିଟି(CCPA)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

କାଲିଠୁ ସଂସଦର ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । କରୋନା କଟକଣା ଭିତରେ ଅଧିବେଶନ ଚାଲିବ । ତାପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ରହିବେ । ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀଙ୍କ ସହଯୋଗ ଲୋଡ଼ିବେ…

ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିବା ନିଲମ୍ବିତ ସାଂସଦଙ୍କ…

କୃଷି ବିଲ୍‌କୁ ନେଇ ବିରୋଧ, ରାତିରେ ସଂସଦ ପରିସରରେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ: କୃଷି ବିଲ୍ ପାରିତ ହେବା ପରେ ମଧ୍ୟ ରାଜ୍ୟସଭାରେ ଜାରି ରହିଛି ବିରୋଧ । କଂଗ୍ରେସ ସାଂସଦମାନେ ରାତିରେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଲ୍‌ରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯିବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା…

ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ । ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କୃଷି ବିଲ୍ ଆଲୋଚନା ବେଳେ ହଙ୍ଗମା କରିଥିବା ୮ ସାଂସଦଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଏମ୍.ଭେଙ୍କେୟା ନାଇଡୁ  । ସସ୍‌ପେଣ୍ଡ ହୋଇଥିବା ୮…

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍ । ଜୋରଦାର ହଙ୍ଗାମା ଭିତରେ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଛି । ଧ୍ୱନିମତରେ ପାସ ହୋଇଛି କୃଷି ବିଲ । ଏହାସହ ବିରୋଧୀ ଦଳ ଉପସଭାପତିଙ୍କ ଆସନ ସମ୍ମୁଖରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ତେବେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ…

ଅକ୍ଟୋବର ୧ ପୂର୍ବରୁ ସରିଯିବ ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: ସମୟ ପୂର୍ବରୁ ଆଗୁଆ ସରିଯାଇପାରେ ମୌସୁମୀ ଅଧିବେଶନ । ଅକ୍ଟୋବର ୧ରେ ମୌସୁମୀ ଅଧିବେଶନ ସରିବା କଥା ହେଲେ ଏହା ଏବେ ସମୟ ପୂର୍ବରୁ ସରିଯିବ । ୩୦ରୁ ଅଧିକ ସାଂସଦ କରୋନରେ ଆକ୍ରାନ୍ତ ହେବା ପରେ ଏଭଳି ଆକଳନ କରାଯାଉଛି । ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚଳିତ…

ଚୀନ୍‌କୁ ଚେତାଇଲେ ରାଜନାଥ, କହିଲେ ସୀମା ଚୁକ୍ତି ଉଲ୍ଲଙ୍ଘନ କଲେ ଜବାବ ଦେବ ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଭିତରେ ଚୀନ୍‌କୁ ଚେତାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ଚୀନ୍‌କୁ କଡା ସନ୍ଦେଶ ଦେଇ କହିଛନ୍ତି ଯେ, ଯଦି ଚୀନ୍ ସୀମା ଚୁକ୍ତି ଉଲ୍ଲଂଘନ କରେ ତେବେ ଭାରତ ଉଚିତ ଜବାବ ଦେବ । ଏବଂ ଆମେ ସବୁ ପ୍ରକାରର ମୁକାବିଲା ପ୍ରସ୍ତୁତ ଅଛି । ଆଜି…

ଜୟାଙ୍କ ସମର୍ଥନରେ ବାହାରିଲେ ହେମା

ନୂଆଦିଲ୍ଲୀ: ଡ୍ରଗ୍ସ ଲିଙ୍କକୁ ନେଇ ଏନେ ଟାର୍ଗେଟରେ ବଲିଉଡ । ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ଲିଙ୍କ ପ୍ରସଙ୍ଗକୁ ଲୋକସଭାରେ ଉଠାଇଥିଲେ । ଏହାକୁ ‘ଗଟର’ ବୋଲି କହିଥିଲେ । ତେବେ ଏହାକୁ ନେଇ ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନ କଡଳ ପ୍ରତ୍ରିକିୟା…

କଟିବ ସାଂସଦଙ୍କ ୩୦ % ଦରମା, ଲୋକସଭାରେ ବିଲ୍ ପାରିତ

ନୂଆଦିଲ୍ଲୀ: କଟିବ ଲୋକସଭା ସାଂସଦଙ୍କ ବେତନ।  ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଛି। ଏହି ଟଙ୍କାର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିତିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ…