Latest Odisha News

BREAKING NEWS

Browsing Tag

Patkura Assembly

ପାଟକୁରା ନିର୍ବାଚନ: ଏଥର ବିଜେପି ଓ ବିଜେଡ଼ି ଲାଗି ପ୍ରଚାର କରିବେ ହେଭିୱେଟ୍ ନେତା ଓ ଅଭିନେତା

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଅବସରରେ ପ୍ରଚାର ଲାଗି ଉଭୟ ବିଜେଡି ଓ ବିଜେପି ନିଜ ନିଜର ତାରକା ଖଚିତ ପ୍ରଚାରକଙ୍କ ସହ ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି । ଉଭୟ ଦଳ ଗୁରୁବାର ଦିନ ନିଜର ଷ୍ଟାର…

ନିର୍ବାଚନ ଫଳାଫଳ ପାଟକୁରା ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ର । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପାଟକୁରା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । “ରାଜନୀତିରେ…

ପାଟକୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍

ଭୁବନେଶ୍ୱର : ପାଟକୁରା ବିଧାନସଭା ଆସନରୁ ମଙ୍ଗଳବାର ଦିନ ବିଜେଡି ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ । ଉଲ୍ଲେଖଯୋଗ୍ୟ, ପାଟକୁରାରେ ଏପ୍ରିଲ୍ ୨୯ ତାରିଖ ତଥା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ…