Latest Odisha News
Browsing Tag

Petrol-Diesel price hike

୯ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢ଼ିଲାଣି ୬ ଟଙ୍କା

ଭୁବନେଶ୍ୱର: ତୈଳ ବଜାରରେ ନିଆଁ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ ଦାମ୍ । ପ୍ରତିଦିନ ଗାଡ଼ିରେ ତେଲ ପକାଇବା ବେଳେ ହାତରୁ ଅଧିକ ଟଙ୍କା ଗଣୁଛନ୍ତି ଗ୍ରାହକ । ୨୪ ଘଣ୍ଟାରେ ବଦଳୁଛି ଦାମ୍ । ଗତ ୨୨ ତାରିଖରୁ ଆଜିକୁ ମିଶାଇ ପେଟ୍ରୋଲ ଓ ଡିଜେଲ ଦାମ ୮ ଥର ବଢିଲାଣି । ଭୁବନେଶ୍ୱରରେ ଆଜି…

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ବେଲଗାମ ହେଉଛି ତୈଳ ଦର । ଆଜି ପୁଣି ଥରେ ବଢ଼ିଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ସପ୍ତମ ଦିନରେ ଲଗାତାର ଷଷ୍ଠ ଥର ବଢ଼ିଛି ତୈଳ ଦର । ଆଜି ପେଟ୍ରୋଲ୍ ଦାମ୍ ଲିଟର ପିଛା ୩୦ ଓ ଡିଜେଲ୍ ଲିଟର ପ୍ରତି ଦର ୩୫ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଓଡ଼ିଶାରେ ପେଟ୍ରୋଲ…

ତୈଳ ଦରରେ ଲାଗୁନି ବ୍ରେକ୍, ଆଜି ପୁଣି ବଢ଼ିଲା

ଭୁବନେଶ୍ୱର: ପୁଣି ବେଲଗାମ ତୈଳ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲଗାତାର ଷଷ୍ଠ ଦିନରେ ପଞ୍ଚମ ଥର ପାଇଁ ବଢ଼ିଲା ପେଟ୍ରୋଲ-ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ଦର ୫୦ ପଇସା ବଢ଼ିଛି । ସେହିପରି ଡିଜେଲ ଦାମ୍ ଲିଟର ପ୍ରତି ୫୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ…

କରୋନା କାଳରେ ମହଙ୍ଗା ମାଡ଼: ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମରେ ୬ ଟଙ୍କା ଲେଖାଏ ବୃଦ୍ଧି

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ମହଙ୍ଗା ମାଡ଼ ଲୋକଙ୍କୁ କଲବଲ କଲାଣି । ତୈଳ ବଜାରରେ ନିଆଁ । ଖାଉଟି ସାମଗ୍ରୀ ଦର ବି ବଢୁଛି । କ୍ରମାଗତ ଭାବରେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ବିଭିନ୍ନ ରାଜ୍ୟରେ ତୈଳ ଦର ଶହେ ଟଙ୍କା ପାର କଲାଣି । ଗତ ୨୫ ଦିନରେ ପେଟ୍ରୋଲ ଓ ଡିଜେଲ୍ ଲିଟର…

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାଡି ପୂଜା କରି ଆପ୍‌ର ପ୍ରତିବାଦ

କଟକ: କରୋନା କାଳରେ ଦେଶରେ ଦିନକୁ ଦିନ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଲଗାତର ବଢ଼ୁଛି । ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କଟକ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଗାଡିଗୁଡିକୁ…