କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ
ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା ।
ତଥାପି ଦେଶର…