Latest Odisha News

BREAKING NEWS

Browsing Tag

petrol price

କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା । ତଥାପି ଦେଶର…

ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢାଇଛନ୍ତି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧…

ପେଟ୍ରୋଲଠୁ ମହଙ୍ଗା ହେଲା ଚିନି ଦର; କେ.ଜିକୁ ୧୫୦ଟଙ୍କା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହୋଇଛି। ମୁଦ୍ରାସ୍ଫୀତି ପାକିସ୍ତାନର ସାଧାରଣ ଲୋକଙ୍କୁ କଲବଲ କରୁଛି। ଏଠାରେ ଏଭଳି ପରିସ୍ଥିତି ଉପୁଜିଛି ଯେ ପେଟ୍ରୋଲ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହେଉଛି ଚିନି। ଚିନି ମୂଲ୍ୟ ବୃଦ୍ଧି ହେତୁ…

କମିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳିର ଭେଟି। କମିଲା ପେଟ୍ରୋଲ ଓ ଡ଼ିଜେଲ ଦର। କେନ୍ଦ୍ର ସରକାର ଏକସାଇଜ ଡ଼୍ୟୁଟି କମାଇବା ପରେ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ଦର କମିଛି। ରାତି ୧୨ଟାରୁ ଲାଗୁ ହେଲା ପେଟ୍ରୋଲ ଓ ଡ଼ିଜେଲର ନୂଆ ଦର। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ ପଇସା ଓ ଡ଼ିଜେଲ…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ: ଦୁଇ ଦିନ ସ୍ଥିର ରହିବା ପରେ ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଆଜି ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ଦାମ୍ ୩୫ ପଇସା ଲେଖାଏ ବଢ଼ିଛି । ଫଳରେ ସର୍ବୋଚ୍ଚ ସ୍ତର ଛୁଇଁଛି ତୈଳ ଦର । ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୧୦୬ ଟଙ୍କା ୧୯ ପଇସା…

ଚୁପ୍ ବସିଛି କେନ୍ଦ୍ର, ୪ ରାଜ୍ୟ କମାଇଲେଣି ତୈଳଦର… କେବେ କମାଇବ ଓଡ଼ିଶା ?

ଭୁବନେଶ୍ୱର: ଦେଶରେ ତୈଳଦର ବୃଦ୍ଧି ପାଇଥିବା ବେଳେ କେନ୍ଦ୍ର ଚୁପ୍ ବସିଛି । ଯାହାକୁ ନେଇ କେନ୍ଦ୍ର ଧର୍ମ ସଂକଟରେ ପଡ଼ିଛି । ବର୍ଦ୍ଧିତ ତୈଳଦରରୁ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ୪ ରାଜ୍ୟ ଟିକସ ହ୍ରାସ କରିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ପଶ୍ଚିମବଙ୍ଗ ମଧ୍ୟ ଭାଟ୍ କମାଇଛି ।…

ରାଜ୍ୟରେ ୯୨ ଟଙ୍କା ଟପିଲା ପେଟ୍ରୋଲ, ଡିଜେଲ ୮୯ ଟଙ୍କା ଉପରେ

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ନାହିଁ । ପୁଣି ଥରେ ତୈଳଦର ବୃଦ୍ଧି ପାଇଛି । ଦେଶ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି । ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ଲିଟର ପିଛା ୯୨ ଟଙ୍କା…

ପେଟ୍ରୋଲ ଓ ଡିଜେଲ ଦାମ ଆକାଶ ଛୁଆଁ, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍ 

ନୂଆଦିଲ୍ଲୀ : ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଁଞ୍ଚିଛି । ଦିଲ୍ଲୀ ଓ ବମ୍ବେରେ ତେଲ ଦାମ ଆକାଶ ଛୁଆଁ ରହିଛି । ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଦାମ ୮୫ ଟଙ୍କାରୁ ଅଧିକ ରହିଥିବା ବେଳେ ଡିଜେଲ ଦାମ ୭୫ ଟଙ୍କାରୁ ଅଧିକ ରହିଛି । ମୁମ୍ବାଇରେ…

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯…

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା…