ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ
ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି ।
ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି…