Latest Odisha News

BREAKING NEWS

Browsing Tag

Philippines

ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି । ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି…

ଫିଲିପାଇନ୍ସରେ ‘ରାୟ’ର ତାଣ୍ଡବ, ୨୩ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ତୋଫାନ ‘ରାୟ’ର ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ‘ରାୟ’ର ବେଗ ଘଣ୍ଟାପ୍ରତି ବେଗ ୧୯୫-୨୭୦ କିଲୋମିଟର ଥିଲା । ଏଥିରେ ବହୁ ଘରଦ୍ୱାର ଭାଙ୍ଗିବା ସହିତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଫିଲିପାଇନ୍ସର ବିପର୍ଯ୍ୟୟ ପ୍ରଶମନ ବିଭାଗ…

ଫିଲିପିନ୍ସ ବିମାନ ଦୁର୍ଘଟଣାରେ ୧୭ ମୃତ, ୪୦ ଆହତ

କୋଟାବାଟୋ: ଫିଲିପିନ୍ସ ସେନାର ବିମାନ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତଙ୍କ ଭିତରେ ଅଧିକାଂଶ ସେନା ଅଧିକାରୀ ଓ କର୍ମଚାରୀ ଅଛନ୍ତି । ଫିଲିପିନ୍ସ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ବିମାନ C-130 ।…

ଫିଲିପିନ୍ସରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଥିଲେ ୮୫ ଯାତ୍ରୀ

ମାନିଲା: ଫିଲିପିନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୮୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ସେନାର ଗୋଟିଏ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବାୟୁସେନାର ବିମାନ C130 ସ୍ଥାନୀୟ ସମୟ ସକାଳ ସାଢ଼େ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଫିଲିପିନ୍ସ ସେନା ମୁଖ୍ୟ…

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଫିଲିପାଇନ୍ସର ଅନୁମୋଦନ

ଫିଲିପାଇନ୍ସ: ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାରକୁ ବିଦେଶରେ ମିଳିଲା ଅନୁମତି। ଫିଲିପାଇନ୍ସର ଫୁଡ୍ ଆଣ୍ଡ୍‌ ଡ୍ରଗ୍‌ ଏଜେନ୍ସି ଶୁକ୍ରବାର ଦିନ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଥିବା ସୂଚନା ମିଳିଛି। କମ୍ପାନୀ…

ଫିଲିପିନ୍ସରେ ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ କଲା ସୁପର ଟାଇଫୁନ୍ ‘ଗୋନି’

ଫିଲିପିନ୍ସ: ୨୦୨୦ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟାଇଫୁନ୍ ଗୋନି ଆଜି ଫିଲିପିନ୍ସରେ ସ୍ଥଳଭାଗ ଛୁଇଁଛି । କାଟାନଡ୍ୱେନ୍ସ ଦ୍ୱୀପରେ ଲ୍ୟାଣ୍ଡଫଳ କରିଥିଲା ଏହି ସୁପର ଟାଇଫୁନ୍ । ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ସ୍ଥଳଭାଗରେ ମାଡ଼ ହୋଇଥିଲା । ସ୍ଥଳଭାରେ ୨୨୫ରୁ ୧୬୫ କିଲୋମିଟର ବେଗରେ…