Latest Odisha News

BREAKING NEWS

Browsing Tag

Phulbani

କାନ୍ଥ ଭୁଶୁଡ଼ି ମାଆ ଓ ଝିଅ ମୃତ, ପୁଅ ଗୁରୁତର

ଫୁଲବାଣୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲାରୁ ଆସିଛି ଦୁଃଖ ଦାୟକ ଖବର । ଫୁଲବାଣୀ ସହରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମାଆ ଓ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛି ପୁଅ । ମଧ୍ୟାହ୍ନରେ ପ୍ରବଳ ବର୍ଷା…

ରାଜ୍ୟର ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଫୁଲବାଣୀ ଲଗାତାର୍‌ ଭାବେ ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଫୁଲବାଣୀରେ ରାତ୍ରି ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ…

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ; ରାଜ୍ୟର ୧୭ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ରାଜ୍ୟ। ମଙ୍ଗଳବାର ରାତିରେ ଫୁଲବାଣୀରେ ପ‌ାରଦ ତଳକୁ ଖସି ୩.୬ ଡିଗ୍ରି ସେଲସିୟସରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି। ଫୁଲବାଣୀ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଥିବା ବେଳେ ଦାରିଙ୍ଗିବାଡିରେ ୪.୫ ଡିଗ୍ରୀ ସେଲସିୟସ…

ଭାରତ ବନ୍ଦରେ ପ୍ରଭାବିତ ଫୁଲବାଣୀ ,ଦୋକାନ ବଜାର ବନ୍ଦ

କନ୍ଧମାଳ : ଫୁଲବାଣୀରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ କୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଦିଆଯାଇଛି ।ସକାଳୁ ସକାଳୁ ନବ ନିର୍ମାଣ କୃଷକ…

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି । ସ୍ନେହାଶିଷ…

ଫୁଲବାଣୀରେ ଶୀତର ପହିଲି ଛୁଆଁ

ଫୁଲବାଣୀ: ଶୀତୁଆ ସକାଳ କାକରର ପହିଲି ସ୍ପର୍ଶ । ଫୁଲବାଣୀ ଛୁଇଁଛି ଶୀତ । ଚାରିଆଡ଼େ କୁହୁଡିର ଚାଦର । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଦାର୍ଜିଲିଂ ର…

କନ୍ଧମାଳ: ବାହାଘର ଭାଙ୍ଗିଲା କରୋନାଭାଇରସ୍ !

ଫୁଲବାଣୀ: କୋଭିଡ୍ -୧୯ ଗାଇଡ୍‌ଲାଇନ୍ ଭାଙ୍ଗି ଓଡିଶା ପୋଲିସ ହାତରେ ଗିରଫ ଫୁଲବାଣୀର ଯୁବକ । ସଂପୃକ୍ତ ଯୁବକ କରୋନା ମହାମାରୀ ବିରୋଧୀ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଭାଙ୍ଗି ବିବାହ ଉତ୍ସବର ଆୟୋଜନ କରିଥିଲେ । କନ୍ଧମାଳର ନୂଆପଦା ଗାଁରୁ ପରମେଶ୍ୱର ଭୁକ୍ତା ନାମକ ଯୁବକଙ୍କୁ ଗିରଫ କରିଛି…