ଦେଶକୁ ସୁସ୍ଥ ରଖିବା ପାଇଁ ସରକାର ଏକାସାଙ୍ଗରେ ଚାରୋଟି ଦିଗରେ କାର୍ଯ୍ୟ କରୁଛନ୍ତି; ପିଏମ୍ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ ତାଙ୍କ ସରକାର ଦେଶରେ ସ୍ୱାସ୍ଥ୍ୟସେବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବଂ କେବଳ ଚିକିତ୍ସା ଉପରେ ନୁହେଁ ବରଂ ସୁସ୍ଥତା ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ୟୁନିୟନ ବଜେଟର…