୭୦ ନିୟୁତ ପାର୍ କଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା
ନୂଆଦିଲ୍ଲୀ:ରେକର୍ଡ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଉ ଏକ ସଫଳତା ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ବୁଧବାର ପିଏମ୍ ମୋଦୀଙ୍କ ଟ୍ୱିଟର ହ୍ୟାଣ୍ଡେଲ ୭୦ ନିୟୁତ ଫଲୋଅର୍ସ ଅତିକ୍ରମ କରିଛି। ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜଣେ ସକ୍ରିୟ ରାଜନେତା ଭାବରେ…