Latest Odisha News

BREAKING NEWS

Browsing Tag

Poacher Arrested

ବାଉଁଶରେ ବିଷ ଦେଇ ହାତୀ ମାରୁଥିଲେ; ଖସିଗଲେ ୩, ଜଣଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା: ରାଜ୍ୟରେ ହାତୀ ମୃତ୍ୟୁ ଥମୁନି । କେବେ ବିଦ୍ୟୁତ୍ ଲାଗି ତ ଆଉ କେବେ ହାତୀ ମଣିଷ ଲଢ଼େଇରେ ଜୀବନ-ଜୀବିକା ବାଜି ଲାଗୁଛି । ହାତୀ ବଂଶ ବୃଦ୍ଧି ସହ ଗଜରାଜଙ୍କ ସୁରକ୍ଷା ଲାଗି ସରକାର ଯୋଜନା କରୁଥିବା ବେଳେ ଶିକାରୀ ଶିକାର ଲାଗି ନୂଆ ପନ୍ଥା ଆପଣାଉଛନ୍ତି । ମୟୂରଭଞ୍ଜ ଜିଲ୍ଲା…

ଏସଟିଏଫ୍ ପଞ୍ଝାରେ ପୁଣି ବାଘ ଶିକାରୀ: ଡିଲ୍ ବେଳେ ବାଘ ଛାଲ ଓ ବନ୍ଧୁକ ସହ ଗିରଫ

ବୌଦ୍ଧ: ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ ।…

ଡିଲ୍ ବେଳେ ବାଘ ଛାଲ ଶିକାରୀ ଓ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: ରାଜ୍ୟରେ ବାଘ ଛାଲ ରାକେଟର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ପୁଣି ଦୁଇ ଜଣ ବାଘ ଛାଲ ଶିକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ ଅଞ୍ଚଳରୁ ଜଣେ ଶିକାରୀ ଓ ସହଯୋଗୀଙ୍କୁ ଗିରଫ କରାଯାଇଛି । ୪ ଲକ୍ଷ ଟଙ୍କାରେ ଡିଲ୍ ଚାଲିଥିବା ବେଳେ ଖବର ପାଇ ହଠାତ୍…

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…