Latest Odisha News
Browsing Tag

police constable

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

‘ସାବାସ ବାସନ୍ତୀ’: ଏପଟେ କର୍ତ୍ତବ୍ୟ କରୁଥିଲେ, ସେପଟେ ମା’ର ମମତା ଦେଇ ଛୁଆକୁ ରଖିଥିଲେ

ମାଲକାନଗିରି: ଖାକିରେ ଦାଗ ଅନେକ ଦେଖିଥିଲେ, ଅନେକ ଶୁଣିଥିଲେ । ହେଲେ ସେ ରଖିଛନ୍ତି ଖାକିର ମହତ । ସେ ବିଭାଗର ଛୋଟିଆ କମର୍ଚାରୀ ଜଣେ । ହେଲେ ଏଇ ତଳିଆ କର୍ମଚାରୀଙ୍କ ପାଇଁ ଆଜି ଖାକିକୁ ମିଳିଛି ସାବାସି । ସେ ପୋଲିସର ଦାୟିତ୍ୱ ତୁଲାଇବା ସହ ଏକ ମା’ର ଭୂମିକା ନିଭାଇଛନ୍ତି, ମଣିଷପଣିଆର…

ଡିଏସପି କହି ପୋଲିସ କନଷ୍ଟେବଲଙ୍କୁ ପିଟିଥିଲେ ; ଜେରା ବେଳେ ସତ ମାନିଲେ ବିଏସଏଫ କର୍ମଚାରୀ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରର ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ। ଜଣେ ବିଏସ୍‌ଏଫ୍ ଯବାନଙ୍କ ଆକ୍ରମଣରେ  ଟ୍ରାଫିକ କନଷ୍ଟେବଲ ଆହତ ହୋଇଛନ୍ତି  । ଆକ୍ରମଣକାରୀ ଅଭିଯୁକ୍ତ ଜଣକ ହେଉଛନ୍ତି ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ । ସେ ପୋଲିସ ଡ଼ିଏସପି…

ମଦ ନିଶାରେ ରାସ୍ତାରେ ହାଇଡ୍ରାମା କରି ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ

ମଧ୍ୟପ୍ରଦେଶ : ମଦ ପିଇବା କନେଷ୍ଟବଳଙ୍କୁ ପଡ଼ିଲା ମହଙ୍ଗା  । ମଦ ପିଇ ନିଜର ହିତାହତ ଜ୍ଞାନ ଭୁଲିଗଲେ ଏହି ପୋଲିସ କର୍ମଚାରୀ । ରାସ୍ତା ମଝିରେ ସାର୍ଟ ପ୍ୟାଣ୍ଟ ଖୋଲି ଲୋକଙ୍କ ଉପରକୁ ଫୋପାଡ଼ିଲେ । ଏହି ଘଟଣାର ଭିଡିଓ ହେଲା ଭାଇରାଲ୍ । ମଧ୍ୟପ୍ରଦେଶ ହାରଦା ଜିଲ୍ଲା ଥାନାରେ କାମ କରୁଥିବା…

୨ ବର୍ଷର ଶିଶୁକନ୍ୟାକୁ ପୋଲିସ ଦେଲା ସିଗାରେଟ୍ ଚେଙ୍କ !

ଛତିଶଗଡ: ଶନିବାର ପୋଲିସକୁ ଗିରଫ କରିଛି ଖୋଦ ପୋଲିସ । ବାଲୋଦ ଜିଲ୍ଲାରେ ଜଣେ ପୋଲିସ କନେଷ୍ଟବଳ ୨ ବର୍ଷର ଶିଶୁକନ୍ୟାକୁ ସିଗାରେଟ୍ ଚେଙ୍କ ଦେବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାଟି ଅବିଶ୍ୱାସ ଲାଗୁଥିଲେ ବି ଏ ନେଇ ଅପମାନ ମୁଣ୍ଡାଇବାକୁ ବାଧ୍ୟ ହୋଇଛି ଛତିଶଗଡ ପୋଲିସ । ପ୍ରଥମେ…