Latest Odisha News
Browsing Tag

Prabhas

‘କନ୍ନପ୍ପା’ରେ ପ୍ରଭାସଙ୍କ ରୁଦ୍ର ଅବତାର… 

ଚେନ୍ନାଇ: ରୁଦ୍ର ଅବତାରରେ ସାଉଥ ଅଭିନେତା ପ୍ରଭାସ। ଦର୍ଶକଙ୍କୁ ତାଙ୍କ ଲୁକ୍ ମଧ୍ଯ ଖୁବ୍ ପସନ୍ଦ ଆସିଛି। ଏନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'କନ୍ନପ୍ପା' ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି ସେ। ଯେଉଁଥିରେ ସେ ରୁଦ୍ର ଭୂମିକାରେ ନଜର ଆସିଛନ୍ତି। ଏଥିରେ ତାଙ୍କର ଲୁକ୍ ବହୁତ ଭିନ୍ନ…

‘ସ୍ପିରିଟ’ରେ ପ୍ରଭାସଙ୍କ ସହ ନଜର ଆସିପାରନ୍ତି ମୃଣାଳ!

ଚେନ୍ନାଇ: ସନ୍ଦୀପ ରେଡ୍ଡୀ ବଙ୍ଗା ଦୁଇ ଦୁଇଟି ହିଟ୍ ଫିଲ୍ମ 'କବୀର ସିଂ' ଏବଂ 'ଆନିମଲ୍' ନିର୍ମାଣ କରି ବଲିଉଡରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ପାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କୁ ନେଇ ନୂଆ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାଁ ରହିଛି…

‘ସାଲାର ୨’ରେ ନଜର ଆସିବେ କି କୋରିଆନ ସୁପରଷ୍ଟାର… 

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ସମୟରେ ଭାରତୀୟ ସିନେମାର ଅନ୍ୟତମ ଡିମାଡିଂ ଅଭିନେତା ପାଲଟିଛନ୍ତି। ବଲିଉଡରୁ ସାଉଥ୍ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବଡବଡ ନିର୍ଦ୍ଦେଶକମାନେ ପ୍ରଭାସଙ୍କ ସହ କାମ କରିବାକୁ ଇଚ୍ଛୁକ। ଏହାରି ମଧ୍ଯରେ ଖବର ଆସିଛି ଯେ ପ୍ରଭାସଙ୍କ 'ସାଲାର ୨'ରେ…

ଚଳିତ ବର୍ଷ ରିଲିଜ କରିବ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’

ନୂଆଦିଲ୍ଲୀ: 'ବାହୁବଲୀ' ପ୍ରଭାସଙ୍କ ଅଭିନୀତ 'ଚଳଚ୍ଚିତ୍ର' ରାଧେ ଶ୍ୟାମ 'ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଚଳଚ୍ଚିତ୍ରରେ ପ୍ରଭାସ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ଏବଂ ପ୍ରଭାସଙ୍କୁ ବିଭିନ୍ନ ରୂପରେ ଦର୍ଶାଇ ଫିଲ୍ମର ଅନେକ ପୋଷ୍ଟର…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ଭାଇରାଲ ହେଲା ପ୍ରଭାସ-ଅନୁଷ୍କାଙ୍କ ଏହି ଫଟୋ

ପ୍ରସିଦ୍ଧ ଦକ୍ଷିଣ ସୁପରଷ୍ଟାର ଅନୁଷ୍କା ଶେଟ୍ଟୀ ନିକଟରେ ଟ୍ୱିଟରରେ ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ଅନୁଗାମୀମାନେ ପ୍ରାୟ ଏକ ମିଲିୟନରେ ପହଞ୍ଚିଲାଣି । ସୁପରହିଟ ସିନେମା ବାହୁବଳୀରେ 'ଦେବସେନା'ଙ୍କ ଭୂମିକା ପରେ ଏହି ଅଭିନେତ୍ରୀ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି। ଦକ୍ଷିଣ…

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ । ଫିଲ୍ମ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…