Latest Odisha News

BREAKING NEWS

Browsing Tag

Prabhas

ଚଳିତ ବର୍ଷ ରିଲିଜ କରିବ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’

ନୂଆଦିଲ୍ଲୀ: 'ବାହୁବଲୀ' ପ୍ରଭାସଙ୍କ ଅଭିନୀତ 'ଚଳଚ୍ଚିତ୍ର' ରାଧେ ଶ୍ୟାମ 'ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଏହି ଚଳଚ୍ଚିତ୍ରରେ ପ୍ରଭାସ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ରୋମାନ୍ସ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ପୂଜା ଏବଂ ପ୍ରଭାସଙ୍କୁ ବିଭିନ୍ନ ରୂପରେ ଦର୍ଶାଇ ଫିଲ୍ମର ଅନେକ ପୋଷ୍ଟର…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ମେଗା ବଜେଟ୍ ଫିଲ୍ମରେ ପ୍ରଭାସ୍ ଓ ଅମିତାଭ ବଚ୍ଚନ !

ତେଲେଙ୍ଗାନା: ଗୋଟିଏ ଫିଲ୍ମ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଓ ବଲିଉଡ ଲିଜେଣ୍ଡ ଅମିତାଭ ବଚ୍ଚନ । ଏପରି ସ୍ଥିତିରେ ବଜେଟ୍ ତ ନିହାତି ଆକାଶଛୁଆଁ ରହିବ । ଦୁଇ ଅଭିନେତା ଏକାଠି ଅଭିନୟ କରିବେ । ଆଉ ଏଥିରେ ତାଙ୍କୁ ସାଥ୍ ଦେବେ ବଲିଉଡର ଜଣେ ପପୁଲାର ଅଭିନେତ୍ରୀ । ମେଗା ବଜେଟ୍ ମୁଭିରେ ଅମିତାଭ…

ଭାଇରାଲ ହେଲା ପ୍ରଭାସ-ଅନୁଷ୍କାଙ୍କ ଏହି ଫଟୋ

ପ୍ରସିଦ୍ଧ ଦକ୍ଷିଣ ସୁପରଷ୍ଟାର ଅନୁଷ୍କା ଶେଟ୍ଟୀ ନିକଟରେ ଟ୍ୱିଟରରେ ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ଅନୁଗାମୀମାନେ ପ୍ରାୟ ଏକ ମିଲିୟନରେ ପହଞ୍ଚିଲାଣି । ସୁପରହିଟ ସିନେମା ବାହୁବଳୀରେ 'ଦେବସେନା'ଙ୍କ ଭୂମିକା ପରେ ଏହି ଅଭିନେତ୍ରୀ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି। ଦକ୍ଷିଣ…

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ । ଫିଲ୍ମ…

ସୁପରଷ୍ଟାର ପ୍ରଭାସ୍ ଓ ୯୫୦ କୋଟି ଟଙ୍କା !

ହାଇଦ୍ରାବାଦ: ପ୍ରଭାସଙ୍କ ଉପରେ ଲାଗିଛି ୯୫୦ କୋଟି ଟଙ୍କା । ହେଲେ କୌଣସି ସଟ୍ଟା କି ଜୁଆଖେଳରେ ନୁହେଁ । ବରଂ ପ୍ରଭାସଙ୍କର କିଛି ଅପକମିଂ ଫିଲ୍ମର ବଜେଟ୍ ରହିଛି ୯୫୦ କୋଟି ଟଙ୍କା । ଫିଲ୍ମ ବାହୁବଲିର ସଫଳତା ପରେ ପ୍ରଭାସଙ୍କ କ୍ୟାରିୟର ଗ୍ରାଫ ଉପରକୁ ଉଠିବାରେ ଲାଗିଛି । ତାଜା ସ୍ଥିତିରେ…

ଆସିଲା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବାହୁବଳୀ ଫେମ୍ ତଥା ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’ର ଆସିଲା ଫଷ୍ଟାଲୁକ୍ । ଏହାକୁ ପ୍ରଭାସ ନିଜେ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ଏହି ପୋଷ୍ଟରକୁ ଦେଖିଲେ ଲାଗୁଜି ଫିଲ୍ମଟି ଧାର୍ମିକ କଥା ବସ୍ତୁ ଉପରେ ଆଧାରିତ ହୋଇଥାଇପାରେ । ନିର୍ଦ୍ଦେଶକ ଓମ୍…

ଏକାଠି ଅଭିନୟ କରିବେ ପ୍ରଭାସ୍ ଓ ଦୀପିକା ପାଦୁକୋନ !

ହାଇଦ୍ରାବାଦ: ଖୁବଶୀଘ୍ର ଏକାଠି ରୂପେଲି ପରଦାରେ ନଜର ଆସିବେ ଦୀପିକା ପାଦୁକୋନ ଓ ବାହୁବଲି ଫେମ୍ ଆକ୍ଟର ପ୍ରଭାସ୍ । ବୈଜୟନ୍ତୀ ମୁଭିସ୍ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏକ ଐତିହାସିକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ବିଗ୍ ବଜେଟ୍ ମୁଭିର ନିର୍ଦ୍ଦେଶନା ଭାର…