Latest Odisha News

BREAKING NEWS

Browsing Tag

Pranab Mukharjee

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ…

ବାଲୁକା କଳାରେ ପ୍ରଣବଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ଦଳର ନେତା ଶ୍ରଦ୍ଧାଂଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ…

ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ସାଢେ ୮ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେବେ ପ୍ରଣବ । ଏଥି ସହ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଦେଶର ସମସ୍ତ ସ୍ଥାନରେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ସେ କୋମାରେ ଥିଲେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ…

ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର

ନୂଆଦିଲ୍ଳୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏବେବି କୋମାରେ ଅଛନ୍ତି । ନୂଆଦିଲ୍ଳୀ ସ୍ଥିିତ ଆର୍ମି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ବ୍ରେନ୍ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଶନିବାର ତାଙ୍କ…

ସୋସିଆଲ୍ ମିଡ଼ିଆରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପୋଷ୍ଟ

ନୂଆଦିଲ୍ଲୀ: ବ୍ରେନ୍ ସର୍ଜରୀ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲର ଭେଣ୍ଟିଲେଟରରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପୋଷ୍ଟ କରାଯାଇଛି । ଜାତୀୟ ଗଣମାଧ୍ୟମର ଜଣେ ବରିଷ୍ଠ ସାମ୍ବାଦିକଙ୍କ…