Latest Odisha News

BREAKING NEWS

Browsing Tag

prashant jagdev

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।…

ବିଧାୟକ ପ୍ରଶାନ୍ତଙ୍କ ଗାଡ଼ି ନମ୍ବର ବଦଳାଗଲା ନା ପୂର୍ବରୁ ବଦଳାଯାଇଥିଲା

ଭୁବନେଶ୍ୱର: ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି । ଯେଉଁ ଗାଡି ବ୍ୟବହାର କରୁଥିଲେ ବିଧାୟକ ସେଥିରେ ଲାଗିଥିବା ଗାଡି ନମ୍ବର ଆଉ ଗୋଟିଏ ଗାଡିର । ସେହି ଗାଡିଟି ହ୍ୟୁଣ୍ଡାଇ କ୍ରେଟାର ଏବଂ…

ଜାମିନ୍ ଖାରଜ, ବାଣପୁର ଜେଲରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର: ଖାରଜ ହେଲା ଜାମିନ୍, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟରୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ରାତି ୯ଟା ୧୦ ମିନିଟରେ ହାଜର ହେବା…

ଲୋକଙ୍କ ଉପରେ ଗାଡି ଚଢାଇଦେଲେ ବାହୁବଳି ବିଧାୟକ, ନିର୍ଦ୍ଦୁମ ପିଟିଲେ ଲୋକେ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ଅନେକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ରହିଥିବା ସୂଚନା ରହିଛି । ବିଜେପି ନେତା…

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ

ଚିଲିକା : ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ…

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବାଲୁଗାଁ ନଗର…