Latest Odisha News

BREAKING NEWS

Browsing Tag

Presidential Election

ସେପ୍ଟେମ୍ବର ୨୧ରେ ହେବ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ

କଲମ୍ବୋ: ସେପ୍ଟେମ୍ବର ୨୧ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ପ୍ରାୟ ୧୭ ନିୟୁତ ଭୋଟର ପ୍ରଥମ ଥର ପାଇଁ ଦେଶର ନେତା ଚୟନ କରିବାର ସୁଯୋଗ ପାଇବେ। ତେବେ ଏହି ଘୋଷଣା ପରେ ମାସ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର…

ରାଷ୍ଟ୍ରପତି ନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବି ସିହ୍ନାଙ୍କୁ ପଛରେ ପକାଇ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ରାଉଣ୍ଡ ଭୋଟ୍ ଗଣତି ସରିଛି । ଦ୍ୱିତୀୟ  ରାଉଣ୍ଡରେ ମୋଟ ୧୦ଟି ରାଜ୍ୟର ଭୋଟ୍ ଗଣତି ହୋଇଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଆଗୁଆ ରହିଛନ୍ତି । ମୁର୍ମୁଙ୍କୁ ଦ୍ୱିତୀୟ ରାଉଣ୍ଡରେ ୮୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ…

କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? କିଏ ଯିବେ ରାଇସିନା ହିଲ୍ ? ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ହୋଇଥିବା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି । ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ…

ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ମଦତାନ ଆରମ୍ଭ ହୋଇଛି । ଦେଶର ସଂସଦ ସହ ପ୍ରତି ରାଜ୍ୟର ବିଧାନସଭାରେ ମତଦାନ ଚାଲିଛି । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଚାଲିଛି । ଜଣଙ୍କ ପରେ ଜଣେ ବିଧାୟକ ଆସି ମତ ସାବ୍ୟସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ୍…

ରାଜନ ଏକ୍କା, ଲକ୍ଷ୍ମଣ ମୁଣ୍ଡା ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବେନି!

ରାଉରକେଲା ( ସତୀଶ ଶର୍ମା) : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଯଶୋବନ୍ତ ସିହ୍ନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ, ବାମ ଦଳ, ସପା ଆଦି 17ଟି ଦଳ ଯଶୋବନ୍ତଙ୍କୁ ସମର୍ଥନ କରିଛନ୍ତି । ଏହି ଦଳମାନେ ବିଭିନ୍ନ ରାଜ୍ୟରେ ଥିବା ସେମାନଙ୍କ ବିଧାୟକ ଏବଂ ସାଂସଦଙ୍କୁ ଯଶୋବନ୍ତ…

କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ରେସରେ ସବୁଠୁ ଆଗରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଏହାରି ଭିତରେ ସବୁଠୁ ଆଗରେ ରହିଛି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ । କେବଳ ମୁର୍ମୁ ନୁହେଁ ଅନେକ ପ୍ରାର୍ଥୀଙ୍କ ନାଁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଆଜି ଅପରାହ୍ଣରେ ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି । ସେହି ଅନୁସାରେ ତା’ପୂର୍ବରୁ ରାଷ୍ଟ୍ରପତି…