ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ
ଯାଜପୁର : କିଆନାଳୀ ଛକ ଆର ଏମ ସି ପରିବା ମାର୍କେଟ ଉଚ୍ଛେଦକୁ ନେଇ ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ…