Latest Odisha News

BREAKING NEWS

Browsing Tag

protest

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗାଡି ପୂଜା କରି ଆପ୍‌ର ପ୍ରତିବାଦ

କଟକ: କରୋନା କାଳରେ ଦେଶରେ ଦିନକୁ ଦିନ ବଢ଼ିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ ଦର ଲଗାତର ବଢ଼ୁଛି । ଏହାକୁ ବିରୋଧ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ କଟକ ଜିଲ୍ଲା ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଓ ଡିଜେଲ ବ୍ୟବହୃତ ଗାଡିଗୁଡିକୁ…

ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଛେଦ ଦାବି

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତ ବହୁଳ କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ଜବରଦଖଲ ଉଚ୍ଚେଦକୁ ନେଇ ରାସ୍ତାକୁ ଓହ୍ଲାଇଛି ରାଜ୍ୟ ବିଜେପି । ଦଳ ଦାବି କରିଛି ଯେ, ସରକାରୀ ସଂସ୍ଥା ଓ ସରକାରୀ ଅର୍ଥରେ କ୍ଷତି ଆଣୁଥିବା ନୂଆ ଡିଜାଇନକୁ ବାତିଲ କରାଯାଉ। ଉତ୍କଳ କନିକା ଗ୍ୟାଲେରିଆ…

ତେଜିଲା ଠିକା ଓ ଆଉଟସୋର୍ସିଂ ଚାକିରି ଉଚ୍ଛେଦ ଦାବି; ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ୍ ଆନ୍ଦୋଳନ

ଭୁବନେଶ୍ୱର: ଠିକା ଓ ଆଉଟସୋର୍ସିଙ୍ଗ ଚାକିରି ଉଚ୍ଛେଦ ଦାବିରେ ଓଡ଼ିଶା ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଡିଜିଟାଲ ଆନ୍ଦୋଳନ ଜାରି ରହିଛି। ସବୁ ଜିଲ୍ଲା ଓ ବ୍ଲକରେ ଏହାକୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ସମର୍ଥନ ଜଣାଇବା ସହିତ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତକାଲି…

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା…

କୋଭିଡ ପରିଚାଳନାରେ ସରକାର ବିଫଳ: ବିରୋଧୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ ରାଜରାସ୍ତାରେ ଗର୍ଜିଛନ୍ତି ବିରୋଧୀ । ଆଜି ୧୩ଟି ବିରୋଧୀ ଦଳ ଏକାଠି ହୋଇ ମିଳିତ ଭାବେ ପ୍ରତିବାଦ କରିଛନ୍ତି । କଂଗ୍ରେସ, ବାମ ଦଳ, ଆମ୍ ଆଦମୀ ପାର୍ଟି ସମେତ ୧୩ଟି ବିରୋଧୀ ଦଳ ରାଜଧାନୀର ମାଷ୍ଟର କ୍ୟାଂଟିନ ଛକରେ ପ୍ରତିବାଦ…

କରୋନା ମହାମାରୀ: ଏକାଠି ହେଲେ ୧୩ ବିରୋଧି ରାଜନୈତିକ ଦଳ, ଜୁନ୍ ୨୬ରେ ରାଜ୍ୟସ୍ତରୀୟ ପ୍ରତିବାଦ ସଭା

ଭୁବନେଶ୍ୱର: କରୋନା ମହାମାରୀ ପରିଚାଳନାରେ ବିଫଳତା ଏବଂ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ଦାବିନେଇ ଏକାଠି ହୋଇଛନ୍ତି ରାଜ୍ୟର ୧୩ଟି ବିରୋଧି ରାଜନୈତିକ ଦଳ । ଆସନ୍ତା ଜୁନ୍ ୨୬ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।…

କ୍ୱାରେଂଟିନ ସେଣ୍ଟରରେ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ

ଆଠଗଡ: ରାସ୍ତାକୁ ଓହ୍ଲାଇଲେ ପ୍ରବାସୀ । କ୍ୱାରେଂଟିନ ସେଂଟରରେ ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁରରେ । ବ୍ଲକର ବିଭିନ୍ନ କ୍ୱାରେଂଟିନ ସେଂଟରରେ ନାନା ସମସ୍ୟା ଥିବା ଅଭିଯୋଗ ହୋଇଛି । ବିଶେଷକରି ନରସିଂହପୁର କଲେଜରେ…

କରୋନା ଲକ୍‌-ଡାଉନ୍‌; ବାରିପଦାରେ ସମସ୍ତ ପରିବା ଦୋକାନ ବନ୍ଦ !

ବାରିପଦା: ଲକ୍‌-ଡାଉନକୁ ନେଇ ପୋଲିସର କଡା ତାଗିଦର ପରିଣାମ ସ୍ୱରୂପ ବନ୍ଦ ରହିଛି ବାରିପଦା ସହରର ସମସ୍ତ ପରିବା ହାଟ । ମିଳିଥିବା ସୂଚନା ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନରେ ଖିଲାଫି ଯୋଗୁଁ ଶୁକ୍ରବାର ବାରପଦା କୋର୍ଟ ପାଖରୁ କିଛି ପରିବା ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ପୋଲିସ ଥାନାରେ…