Latest Odisha News

BREAKING NEWS

Browsing Tag

pune

ଖାଇବା ଦେବାକୁ ମନା କରିବାରୁ ଚଢାଇ ଦେଲେ ଟ୍ରକ୍

ପୁଣେ: ଖାଇବା ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇ ଦେଲେ ନିଶାସକ୍ତ ଡ୍ରାଇଭର। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…

ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପୁଣେ: ପୁଣେ ଜିଲ୍ଲାର ପାଉଡ ଗ୍ରାମ ନିକଟରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ପ୍ରାଇଭେଟ ବିମାନ କମ୍ପାନୀର ହୋଇଥିବା ବେଳେ ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ଏହି ହେଲିକପ୍ଟରରେ ୪ ଜଣ ବ୍ଯକ୍ତି ଥିଲେ। ପୁଣେ ରୁରାଲ୍ ପୋଲିସ ଏସପି ପଙ୍କଜ…

କାହିଁକି ଚର୍ଚ୍ଚାରେ ଏହି ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ?

ପୁଣେ: ମହାରାଷ୍ଟ୍ରର ଜଣେ ଟ୍ରେନି ମହିଳା ଆଇଏଏସ୍ ଅଧିକାରୀ ଏବେ ଚର୍ଚ୍ଚାରେ। ୨୦୨୨ ପ୍ରଶାସନିକ ପରୀକ୍ଷାରେ ୮୪୧ ରାଙ୍କ ପାଇଥିଲେ ପୂଜା ଖେଡକର। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରିଛନ୍ତି ମହାରାଷ୍ଟ୍ର ସରକାର।…

ପୁଣେରେ ବଢୁଛି ଜିକା ଭାଇରସ ସଂକ୍ରମଣ, ୨ ଗର୍ଭବତୀ ପଜିଟିଭ ଚିହ୍ନଟ

ପୁଣେ: ପୁଣେ ସହରରେ ଜିକା ଭାଇରସ ସଂକ୍ରମଣର ୬ ସଂକ୍ରମିତ ଚିହ୍ନଟ ହ‌ୋଇଥିବା ନେଇ ସୋମବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଜଣାପଡିଛି। ଏହି ରୋଗୀଙ୍କ ମଧ୍ୟରେ ଦୁଇଜଣ ଗର୍ଭବତୀ ମହିଳା ଅଛନ୍ତି। ଜିକା ଭାଇରସ ସଂକ୍ରମଣର ପ୍ରଥମ ମାମଲା ଏରାଣ୍ଡୱାନେରୁ ଚିହ୍ନଟ ହୋଇଥିଲା। ଏହି…

ପୁଣେର ସଶସ୍ତ୍ର ବାହିନୀ ମେଡିକାଲ କଲେଜରେ ବିଶାଳ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ପୁଣେ: ଗର୍ବ ଏବଂ ସମ୍ମାନ ସହିତ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଏହାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନିଜର ପ୍ରଚେଷ୍ଠା ଜାରି ରଖି ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ଏଫଏଫଓଆଇ) ପୁନେ ସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜ (ଏଏଫଏମସି)…

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…

ବନାରସୀ ଶାଢ଼ୀ ଡିଜାଇନର କେକ୍‌ କରି ଚର୍ଚ୍ଚାରେ ମହିଳା

 ପୁଣେ : କେକ୍‌ ତ ସମସ୍ତଙ୍କର ପସନ୍ଦ  । ସାଧାରଣତଃ ଆପଣମାନେ ଚକୋଲେଟ କେକ୍‌,ଷ୍ଟ୍ରବେରୀ କେକ୍‌ଠାରୁ ଆରମ୍ଭ କରି ବିଭିନ୍ନ କେକ୍‌ ଦେଖିଥିବେ କେବେ କଣ ଆପଣ ଦେଖିଛନ୍ତି ବନାରସୀ କେକ୍‌  । ନାଁ ଟା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କିନ୍ତୁ ଏହି ବନାରସୀ କେକ୍‌ ତିଆରି କରି…

ହାଇୱେରେ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪୮ ଗାଡ଼ି

ବାଙ୍ଗାଲୁରୁ:  ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି   । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।   ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।…

ପୁନେରେ ଆସନ୍ତାକାଲିଠୁ ନାଇଟ୍ କର୍ଫ୍ୟୁ

ପୁନେ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁନେ ସହରରେ ରାତ୍ରିକର୍ଫ୍ୟୁ ଲାଗୁ ହୋଇଛି । ଆସନ୍ତାକାଲିଠାରୁ ରାତି ୧୧ଟାରୁ ସକାଳ ୬ଟା ଯାଏଁ ଲାଗୁ ହୋଇଛି କର୍ଫ୍ୟୁ । କିନ୍ତୁ ଜରୁରୀକାଳୀନ ସେବା ଏଥିରୁ ବାଦ ପଡିବ । ସେପଟେ ଆସନ୍ତା ୨୮ତାରିଖ ଯାଏଁ ପୁନେର ସବୁ ସ୍କୁଲ ଓ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…