Latest Odisha News

BREAKING NEWS

Browsing Tag

Puri Gajapati

ଭକ୍ତଙ୍କ ପ୍ରାର୍ଥନା ଶୁଣିଲେ ମହାପ୍ରଭୁ: ପୁରୀ ଗଜପତି

ପୁରୀ: ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାବଗ୍ରାହି ମହାପ୍ରଭୁ ଜଗନ୍ନାଥ ସାରା ବିଶ୍ୱର ଅଗଣିତ ଭକ୍ତଙ୍କ ପ୍ରର୍ଥନା ଶୁଣିଛନ୍ତି । ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।…

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ସୁପ୍ରିମକୋର୍ଟରେ ପିଟିସନର ସୋମବାର ଶୁଣାଣିକୁ ଅପେକ୍ଷା, ନ ହେଲେ ହେବ ବିକଳ୍ପ ଚିନ୍ତା: ଗଜପତି

ପୁରୀ : ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ଭାଙ୍ଗିପଡିଥିଲେ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ । କିନ୍ତୁ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏ ନେଇ କିଛିଟା ଆଶା ଦେଖାଦେଇଛି । ବୈଠକ ପରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସୋମବାର ଦିନ…

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର…

ଏଥର ହାତୀ ଟାଣିବ ରଥ ! ପ୍ରସ୍ତାବ ଦେଲେ ସୁଦ୍ଧ ସୁଆର ନିଯୋଗ

ପୁରୀ: ଏଥର ଶ୍ରୀକ୍ଷେତ୍ରରେ ହାତୀ ଟାଣିବେ ରଥ । ଏନେଇ ପ୍ରସ୍ତାବ ଦେଇଛନ୍ତି ଶ୍ରୀମନ୍ଦିର ସୁଦ୍ଧ ସୁଆର ନିଯୋଗ । ମେସିନେ ରଥଟାଣିବା ପ୍ରସ୍ତାବକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ସୁଦ୍ଧ ସୁଆର ନିଯୋଗ ପକ୍ଷରୁ ରଥ ଟାଣିବା ପାଇଁ ୫୦ଜଣ ସେବାୟତଙ୍କ ତାଲିକା ଶ୍ରୀମନ୍ଦିର ନୀତି…

ଭକ୍ତଙ୍କୁ ବଡଦାଣ୍ଡ ମନା, ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ: କରୋନା କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଉଁ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥଯାତ୍ରା ନେଇ ସ୍ପଷ୍ଟ ହୋଇଛି । ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।…

ମେ ୩ ପରେ ହେବ ପୁରୀ ରଥଯାତ୍ରା ନିଷ୍ପତ୍ତି, ଅକ୍ଷୟ ତୃତୀୟାରୁ ନ ହୋଇପାରେ ରଥକାମ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସାରା ଦେଶରେ ମେ ୩ ତାରିଖ ଯାଏଁ ଲକଡାଉନ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଓ ଜନସମାଗମ ହେଉଥିବା ପର୍ବପର୍ବାଣି ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ…