Latest Odisha News

BREAKING NEWS

Browsing Tag

puri

ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକ ଭାସିବା ଘଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ ହାଉସ ପଛପଟ ବେଳାଭୂମିରୁ ମିଳିଛି ମୃତଦେହ । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର…

ମରାମତି ହେବ ଶ୍ରୀମନ୍ଦିର ବାଇଶି ପାହାଚ

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍‌ଆଇ ଟିମ୍‌ । ଖରାପ ପଥର ଥିଲେ ବଦଳାଯିବାର…

ବ୍ଲୁ ଫ୍ଲାଗ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଭାସିଯାଇ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ତାଙ୍କୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ରୁପା କବାଟରେ ଝଲସିବ ଶ୍ରୀମନ୍ଦିର, ଆଜି ବସିବ ବୈଠକ

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିର । ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରା । ଏଥିପାଇଁ ଲାଗିବ ଅଢ଼େଇ ଟନ୍ ରୁପା । ଏ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିବ। ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ,…

କାଲି କଟକଣା ଭିତରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ କରୋନା କଟକଣା ଭିତରେ ହେବ ଗୋଷାଣୀ ଭୁସାଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ଦିନ ୧୦ରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯିବ । ଏଥିସହ ଭସାଣ ସମୟରେ ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।…

ଦୀର୍ଘ ୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ମହାବାହୁ ଭକ୍ତଙ୍କୁ ଦର୍ଶନ ଦେବେ। ସୂଚନା ଅନୁଯାୟୀ ଏ ବର୍ଷ ପଞ୍ଚକ…

ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଦାବି

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ ପ୍ରଦର୍ଶନ । ମାର୍ଚ୍ଚ ୨୦ ରୁ କରୋନା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ବହୁ ଦୂରରୁ ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଅନ୍ତତଃ ଶ୍ରୀମନ୍ଦିର ନଖୋଲିବା ଯାଏଁ…

ଡକାୟତି ପାଇଁ କରୁଥିଲେ ପ୍ଲାନ; ଧରିନେଲା ପୋଲିସ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗୁରୁବାର ଦିନ ତାଲାବାଣିଆ ଅଞ୍ଚଳର ଏକ ସ୍ଥାନରୁ ପାଞ୍ଚଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ମାନର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ରେଡ଼ ହ୍ୟାଣ୍ଡେଲଡ଼ ଧରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ…

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ…

ମିଳିଲା ଅନୁମତି; ଜାଣନ୍ତୁ, କେବେଠୁ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

ପୁରୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ପବିତ୍ର କାର୍ତ୍ତିକ ମାସରେ ପୁରୀ ସହର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଭକ୍ତଙ୍କ ପାଇଁ ଅବଢ଼ା ବିକ୍ରୟ ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ମହସୁଆର ନିଜୋଗ କୃଷ୍ଣ ଚନ୍ଦ୍ର…