ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଟ୍ରାଭେଲ୍ ଏଜେନ୍ସିର ୩ କର୍ମଚାରୀ ଗିରଫ
ପୁରୀ: ପର୍ଯ୍ୟଟକଙ୍କୁ ଠକିବା ଅଭିଯୋଗରେ ପୋଲିସ ଏକ ଟ୍ରାଭେଲ୍ ଏଜେନ୍ସିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ।
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପଣସପଡା ଗ୍ରାମର ଅବଦୁଲ୍ ଜାଫର ଓ ରାୟପୁର ଗ୍ରାମର ବିଦ୍ୟାଧର ଜେନା ଏବଂ ବିଚିତ୍ର ଜେନା ।
ପ୍ରାପ୍ତ ସୂଚନାନୁଯାୟୀ, ଗୁଜୁରାଟର ଜେ.…