Latest Odisha News
Browsing Tag

Quits

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ…

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସାରଦା ପ୍ରସନ୍ନ ଜେନା

ଭୁବନେଶ୍ୱର : କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନା ଦଳର ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ବିଜୁ ଜନତା ଦଳ (ବିଜେଡି)ରେ ସେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଜେନା ତାଙ୍କର ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ…

ଦଳରୁ ଇସ୍ତଫା ଦେଲେ ବିଜେଡି ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର

ଦେବଗଡ : ଦେବଗଡ ଜିଲ୍ଲା ସଭାପତି ସୁଧୀର କପରଦାର ମଙ୍ଗଳବାର ଦିନ ଶାସକ ଦଳ ବିଜେଡିରୁ ଦୀର୍ଘ ୧୨ ବର୍ଷର ସମ୍ପର୍କ ଭାଙ୍ଗି ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଆହୁରି ମଧ୍ୟ ଦେବଗଡରେ ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ…