Latest Odisha News
Browsing Tag

Raikia

ଝିଅକୁ ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ

ଫୁଲବାଣୀ: ଅସଦାଚରଣ ଅଭିଯୋଗରେ ପିଟିପିଟି ମାରିଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପରିବାର ଲୋକ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି । ରାଇକିଆ ଥାନା ଅନ୍ତର୍ଗତ ସିକାବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ…

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ଘାଟି ଧସିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଘାଟିର ୩ଟି ସ୍ଥାନରେ ପାର୍ଶ୍ଵ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ…

ମୋବାଇଲରେ ପ୍ରେମରୁ ମର୍ଡର, ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: ମୋବାଇଲରୁ ପ୍ରେମ, ତା'ପରେ ଦୁଷ୍କର୍ମ କରି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପଙ୍କଜ ଦିଗାଲ ପୂର୍ବରୁ ସ୍ତ୍ରୀକୁ ହତ୍ୟା…

ରାଇକିଆରେ ମହିଳାଙ୍କ ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଦିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗରରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି । ଶୁକ୍ରବାର ସକାଳୁ ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ରାଇକିଆ ପୋଲିସ ମୃତଦେହ ଜବତ କରିଛି । ବୁଧିଆପଙ୍ଗା ଗ୍ରାମ ମୃତ ଯୁବତୀଙ୍କ ଘର। ଗୁରୁବାର ସକାଳୁ…