ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ନେଇଛି ଗଭୀର ଅବପାତ ରୂପ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଏହା ଉତ୍ତର-ଉତ୍ତର ଦିଗକୁ ଗତି କରି ଆଜି ଅପରାହ୍ନରେ ଗଭୀର ଅବପାତ ରୂପ ନେବ। ଏହା ପଶ୍ଚିମବଙ୍ଗର ସାଗରଦୀପ ଏବଂ ବାଂଲାଦେଶର ଖେପୁପଡ଼ା…