ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: ରାଜନାଥ
ନୂଆଦିଲ୍ଲୀ: ଭାରତରେ ପହଂଚିଛି ଘାତକ ଲଢ଼ୁଆ ବିମାନ ରାଫେଲ । ହରିୟାଣାର ଅମ୍ବାଲା ଏୟାରବେସ୍ରେ ୫ଟି ଯାଜ ରାଫେଲ ଫାଇଟର ଜେଟ୍ ଅବତରଣ କରିଛି । ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ନୂଆ ଯୁଗର…