Latest Odisha News

BREAKING NEWS

Browsing Tag

ram charan

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

[ଭିଡିଓ] ୟୁକ୍ରେନ୍ ଅଙ୍ଗରକ୍ଷୀକୁ ସହାୟତା କଲେ ଟଲିଉଡ୍ ସୁପରଷ୍ଟାର୍ ରାମ ଚରଣ

ଭୁବନେଶ୍ୱର: ଋଷିଆର ଆକ୍ରମଣ ପରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ୟୁକ୍ରେନ୍ ବାସିନ୍ଦା । ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ୟୁକ୍ରେନ୍‌ରେ ଫଶି ରହିଥିବା ଲୋକଙ୍କୁ ସହାୟତା କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ତେବେ ଏହି ଧାରାରେ ଟଲିଉଡ୍ ସୁପରଷ୍ଟାର୍ ରାମଚରଣଙ୍କ ନାଁ ମଧ୍ୟ ସାମ୍ନାକୁ…

ତେଲଗୁ ଷ୍ଟାର ରାମ ଚରଣ କରୋନା ସଂକ୍ରମିତ

ହାଇଦ୍ରାବାଦ: କରୋନା ସଂକ୍ରମିତ ହୋଇଛନ୍ତି ତେଲଗୁ ଫିଲ୍ମ ଷ୍ଟାର ରାମ ଚରଣ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଆଜି ସକାଳୁ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ରାମ ଚରଣ । ଟ୍ୱିଟ୍ କରି ରାମ ଚରଣ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !

ମୁମ୍ବାଇ: ବି ଟାଉନ୍‌ରେ ହଲ୍‌ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ । ତେବେ…