ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି ବମ୍ପ ଦେଖାଇ ଫଟୋ ଶେୟାର କରିଛନ୍ତି।
View this post on Instagram
ଫଟୋ ଶେୟାର କରି ଉପାସନା ଲେଖିଛନ୍ତି, ମୋ ପାଇଁ ଏହି ମକର ସଂକ୍ରାନ୍ତି ମାତୃତ୍ୱକୁ ଉତ୍ସବ ଭାବେ ପାଳିବା ଏବଂ ଆମ ପାଇଁ ଏକ ନୂଆ ଆରମ୍ଭ ନେଇ ଆସିଛି।
View this post on Instagram


Comments are closed.