Latest Odisha News

BREAKING NEWS

Browsing Tag

Ramadevi Women’s University

ରମାଦେବୀ ବିଶ୍ୱବିଦ୍ୟାଳୟରେ ‘ପଠନର ଆନନ୍ଦ ଏବଂ ଶକ୍ତି’ ଉପରେ ଆଲୋଚନା

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 'ପଠନର ଆନନ୍ଦ ଏବଂ ଶକ୍ତି' ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଲେଖକ ତଥା ସମାଲୋଚକ ଚନ୍ଦ୍ରହାସ ଚୌଧୁରୀ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ‘ପଠନ' ମନୁଷ୍ଯ ଜୀବନର ଏକ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ସେ ନିଜ…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ, ୪ଟି କୋଠାକୁ ଲୋକାର୍ପଣ କରିବେ

ଭୁବନେଶ୍ୱର: ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟା ୧୫ରେ କ୍ୟାମ୍ପସ୍‌ରେ ୪ଟି କୋଠାକୁ ସେ ଲୋକାର୍ପଣ କରିବେ । କରୋନା କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ କ୍ୟାମ୍ପସରେ ବ୍ୟାପକ ସାଜସଜ୍ଜା କରାଯାଇଛି ।…

ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଖରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀର…

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବହୁ ବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି । ୟୁଜିରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । ୟୁଜି ଶ୍ରେଣୀ‌ରେ ଆନ୍ଥ୍ରୋପୋଲୋଜି…

ସ୍ଥଗିତ ରହିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷା

ଭୁବନେଶ୍ୱର: ଛାତ୍ରୀ ମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ ଶେଷ ସେମିଷ୍ଟାର୍‌ ପରୀକ୍ଷାକୁ କର୍ତ୍ତୃପକ୍ଷ ସୋମବାର ଦିନ ଆସନ୍ତା ୧୫ ଦିନ ଲାଗି ସ୍ଥଗିତ ରଖିଛନ୍ତି । ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୁନ୍ ୨୫ ତାରିଖରେ ପରୀକ୍ଷା ଧାର୍ଯ୍ୟ ହେବା ନେଇ…

ପରୀକ୍ଷା ବାତିଲ ଦାବିରେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ । ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁ ଦିନ ଅନୁଷ୍ଠିତ ହେବ ରମାଦେବୀ…

ରମାଦେବୀ ବିଶ୍ୱବିଦ୍ୟାଳୟରେ ମେ’ ୧୫ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ବାତିଲ ହୋଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସେମିଷ୍ଟାର ପରୀକ୍ଷା ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବାତିଲ ତଥା ସ୍ଥଗିତ ଥିବା ପରୀକ୍ଷାଗୁଡିକୁ ପୁନଃପରିଚାଳିତ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀ ପ୍ରକାଶ…