Latest Odisha News

BREAKING NEWS

Browsing Tag

Rath Jatra

ଆଜି ଦକ୍ଷିଣମୋଡ଼ ନେବ ତିନି ରଥ

ପୁରୀ: ମହାପ୍ରଭୁଙ୍କ  ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ  ଥିବା ତିନିରଥ ଦକ୍ଷିଣମୋଡ଼ ନେବ । ତିନି ରଥ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ…

ଆଜି ହେରା ପଞ୍ଚମୀ

ପୁରୀ: ଆଜି ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହେବ “ହେରା ପଞ୍ଚମୀ” ଉତ୍ସବ । “ହେରା” ଶବ୍ଦ ର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦ ର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମା ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଗୋଟିଏ ଦିନ ପରେ ସେ ମାଉସୀ ମା ଙ୍କ…

ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି : ସଂଧ୍ୟାରେ ହେବ ଗୋଟି ପହଣ୍ଡି

ପୁରୀ:  ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏଥିପାଇଁ ସମସ୍ତ ନୀତି ସକାଳୁ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ବେଳେ ଦଇତାମାନେ ସେବା ପୂଜା କରିଥାନ୍ତି । ଗୁଣ୍ଡିଚା ଘରେ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁଥାନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ…

LIVE ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।  ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି  ଆରମ୍ଭ ହୋଇଛି  । https://twitter.com/ani_digital/status/1542726562344501248 ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ।…

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଭକ୍ତି । 14 ଦିନ ପରେ ମହାପ୍ରଭୁଙ୍କ ନବ ଯୈାବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ବଡ଼ ଦାଣ୍ଡରେ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ…

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ : ପ୍ରଧାନମନ୍ତ୍ରୀ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥଙ୍କ କଥା ସ୍ମରଣ କରିଛନ୍ତି ।  କହିଛନ୍ତି କି ଭଗବାନ ଜଗନ୍ନାଥ ହେଉଛନ୍ତି ଜଗତର ସ୍ୱାମୀ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ଦେଖିବାକୁ ମିଳିଥାଏ ।  ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ…

ବିନା ଭକ୍ତରେ ନିୟନ୍ତ୍ରିତ ଭାବେ ପୁରୀରେ ହୋଇପାରିବ ରଥଯାତ୍ରା :ସୁପ୍ରିମକୋର୍ଟରେ ରାଜ୍ୟସରକାରଙ୍କ ସାନି ସତ୍ୟପାଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲାର ପୁନଃବିଚାର ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ କମିଶନର ସଂଜୀବ କୁମାର ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା…