Latest Odisha News

BREAKING NEWS

Browsing Tag

rescue operation

ପୋଲର ପିଲରରେ ଫସିଛି ୧୧ ବର୍ଷର ଛୁଆ, ୨୦ ଘଣ୍ଟା ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ

ପାଟଣା: ୧୧ ବର୍ଷର ରଞ୍ଜନ । ପିଲାଟି ଦିନରୁ ରହିଛି ମାନସିକ ବିକୃତି । ରଞ୍ଜନ କଣ କରେ, କଣ କୁହେ ସେ ନିଜେ ବି ଜାଣି ପାରେନି । ବୁଧବାର ସକାଳୁ ରଞ୍ଜନ କେଉଁ ଆଡ଼େ ଗାଏବ ହୋଇ ଯାଇଥିବା ବେଳେ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ହଠାତ୍ ବ୍ରିଜ୍ ନିକଟରେ ଜଣେ ମହିଳା…

[ଦେଖନ୍ତୁ ଭିଡିଓ] ୭୦ ଘଣ୍ଟା ହେଲା ୮୦ ଫୁଟ୍ ତଳେ ଫସିଛି ରାହୁଲ୍, ଉଦ୍ଧାର କାର୍ଯ୍ୟ ଜାରି

ରାୟପୁର: ବୋରୱେଲରୁ ମୁକୁଳିବ ରାହୁଲ । ସଫଳ ହେବ ୭୦ ଘଣ୍ଟାର ଅପରେସନ୍ । ସମୟ ଗଡ଼ିବା ସହ ସସପେନ୍ସ ବଢ଼ୁଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲ ରେସ୍କ୍ୟୁ ଅପରେସନ୍ । ଛତିଶଗଡ଼ର ଜାଞ୍ଜଗିରିର ଏକ ଗାଁରେ ଦୀର୍ଘ ୭୦ ଘଣ୍ଟା ହେଲା ବୋରୱେଲରେ ଫସିଛି ୧୦ ବର୍ଷର ରାହୁଲ । ଏନଡିଆରଏଫ୍,…

ଚମୋଲି ତପୋବନ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି, ଆଉ ୫ ମୃତଦେହ ଉଦ୍ଧାର

ଡେରାଡୁନ୍: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାରେ ବରଫ ପାହାଡ଼ ଧସି ଭୟଙ୍କର ଜଳ ପ୍ରଳୟକୁ ଦୁଇ ସପ୍ତାହ ବିତିଲାଣି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଉ ସୁଡ଼ଙ୍ଗ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବାରେ ଲାଗିଛି । ତପୋବନ ଓ ରୈଣୀ ଅଞ୍ଚଳରୁ ଶହେରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି…

ଖୋଲା ବୋରୱେଲରେ ଖସି ପଡିଲା ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଲ: ଖୋଲା ବୋରୱେଲରେ ଗଳି ପଡିଲା ୩ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ। ଶିଶୁଟିକୁ ବଂଚାଇବା ପାଇଁ ରାତିତମାମା ଚାଲିଛି ରେସକ୍ୟୁ ଅପରେସନ୍ । ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ପୋଲିସ ଓ ସେନା । ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ପୃଥ୍ୱୀପୁର ଅଂଚଳରେ ଘଟିଛି…