Latest Odisha News

BREAKING NEWS

Browsing Tag

Rituals

ନୂଆବର୍ଷରୁ ୩ ଦିନ ହେଲା ପ୍ରଭୁ ଲିଙ୍ଗରାଜ ଉପାସରେ, ସମାଧାନ ବାଟ ଫିଟୁନି

ଭୁବନେଶ୍ୱର : ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ନୂଆବର୍ଷରୁ ଲାଗିରହିଛି ବିବାଦ । ଲଗାତାର ତିନି ଦିନ ହେଲା ଅଚଳାବସ୍ଥା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯାଇଥିଲେ । ଭୋଗ ମାରାକୁ ନେଇ ଲାଗିରହିଛି ବିବାଦ । ମାରା ଭୋଗକୁ ଅମଣିଆ କୂଅରେ ପକାଯିବା…

ଇଡି ଦଖଲରେ ବାରିମୂଳ ଆଶ୍ରମ, ତଥାପି କେମିତି ପଶି ପୂଜାର୍ଚ୍ଚନା କଲେ ସାରଥି ଅନୁଗତ ?

କେନ୍ଦ୍ରାପଡ଼ା: ବାରିମୂଳରେ ଗହଳି । ସାରଥିଙ୍କୁ ଖୋଜୁଛନ୍ତି ଅନୁଗାମୀ । କେନ୍ଦ୍ରାପଡ଼ା ଉପକଣ୍ଠ ବାରିମୂଳରେ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ପୁଣି ପୂଜାର୍ଚ୍ଚନା କରିଛନ୍ତି ସାରଥି ଅନୁଗତ । ବାରିମୂଳ ଆଶ୍ରମ ଭିତରେ ଜୋର ଜବରଦସ୍ତ ପଶି ଅନୁଗତ ସାରଥିଙ୍କ ପୂଜାର୍ଚ୍ଚନା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖା ପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ…

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ…

‘ରାହୁରେଖା ଲାଗି’ ନୀତି ପାଇଁ ୫ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ୨୧ ତାରିଖ ଦିନ ହେବାକୁ ଥିବା ‘ରାହୁରେଖା ଲାଗି’ ନୀତି ପାଇଁ ପାଖାପାଖି ୫ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଏହି ନୀତିକାନ୍ତି ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ…