Latest Odisha News

BREAKING NEWS

Browsing Tag

River

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…

ଡ୍ୟାମ୍‌ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ 

ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍‌ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ  ।  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍‌ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ଲୋକମାନେ…

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…