Latest Odisha News
Browsing Tag

Rohit Pujari

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…

‘ରେଢ଼ାଖୋଲ ରାଜନୀତି’, ରୋହିତ ହାରିଲେ ଆସଫ ଜିତିଲେ!

ଭୁବନେଶ୍ୱର: ରୋହିତ ପୂଜାରୀଙ୍କୁ ମନ୍ତ୍ରୀପଦରୁ ବାଦ ଦେବା ପ୍ରସଙ୍ଗ ଏବେ ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି। ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଦୁଇ ଦୁଇ ଥରର ବିଧାୟକ ତଥା ଯୁବ ନେତା ରୋହିତ ପୂଜାରୀ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ। ପୂର୍ବରୁ ଯେତେବେଳେ ବି…

ମନ୍ତ୍ରୀ ପଦ କାଢ଼ିନେଲେ ଟିକେଟ ଦେବେ ତ ?

ଭୁବନେଶ୍ୱର: କାହିଁକି ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ରୋହିତ ପୂଜାରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ଖରାପ ଥିବାରୁ ତାଙ୍କୁ ବାଦ ଦିଆଯାଇଥିବା ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ବିଭାଗର ବାର୍ଷିକ ପ୍ରଦର୍ଶନକୁ ନେଇ ସମୀକ୍ଷା କରାଯାଇଥିଲା। କିନ୍ତୁ…

ମନ୍ତ୍ରୀଙ୍କ ପରେ ହଟିଲେ ଉଚ୍ଚଶିକ୍ଷା ବିଭାଗର ସଚିବ, ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ । ଅପରାହ୍ଣରେ ମନ୍ତ୍ରୀ, ସନ୍ଧ୍ୟାରେ ଉଚ୍ଚଶିକ୍ଷା ସଚିବଙ୍କୁ ପଦରୁ ଅବ୍ୟାହତି ଦେଇଛନ୍ତି । ରୋହିତ ପୂଜାରୀଙ୍କ ଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ କାଢ଼ି ନିଆଯିବାର କିଛି ଘଣ୍ଟା ମଧ୍ୟରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କୁ ସରକାର ବଦଳି…

‘ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ହୁଏତ ପୂରଣ କରି ପାରିନି’: ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ କ୍ୟାବିନେଟରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ବାଦ୍ ପଡ଼ିଛନ୍ତି ରୋହିତ ପୂଜାରୀ । ମନ୍ତ୍ରୀ ପଦ ଯିବା ପରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶୀର୍ବାଦ ଦେଇଛନ୍ତି । ବିଗତ ଦିନରେ…

ନବୀନଙ୍କ କ୍ୟାବିନେଟରୁ ରୋହିତ ପୂଜାରୀ ବାଦ୍ ପଡ଼ିବା ପଛର ୫ ବଡ଼ କାରଣ !

ଭୁବନେଶ୍ୱର: ଦୁଇ ଥରର ବିଧାୟକ । ଠିକ୍ ବର୍ଷକରେ ନବୀନ କାଢ଼ି ନେଲେ ମନ୍ତ୍ରୀ ପଦ । ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନବୀନ ତାଙ୍କ କ୍ୟାବିନେଟରୁ ବିଦା କରିଛନ୍ତି । ଗତବର୍ଷ ଜୁନ୍ ମାସରେ ଅରୁଣ ସାହୁଙ୍କ ପରେ ରୋହିତ ନବୀନଙ୍କ କ୍ୟାବିନେଟରେ ସାମିଲ୍…

‘ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନା ହେଉ ପଦ୍ମପୁର’, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କଲା ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି, ବଢ଼ୁଛି ରାଜନୈତିକ ଉଷ୍ମତା । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ଛାମୁଆ ନେତା ପଦ୍ମପୁରରେ ଡେରା ପକାଇଛନ୍ତି ପ୍ରଚାର ପାଇଁ । ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଥିବାବେଳେ ବିଜେପି ମୁଖ୍ୟ ନିର୍ବାଚନ…