Latest Odisha News
Browsing Tag

RRR

ଓସ୍କାର ପୁରସ୍କାର ପାଇଁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ : ଚଳିତ ବର୍ଷ ଭାରତୀୟ ସିନେମା ପାଇଁ ସଫଳତାର ବର୍ଷ । ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଇତିହାସ ସୃଷ୍ଟି କରିଛି ‘RRR’ ଫିଲ୍ମର ନାଟୁ ନାଟୁ ଗୀତ ଏବଂ  ଚଳଚ୍ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସପରର୍ସ’ । ‘RRR’ ଫିଲ୍ମର ନାଟୁ ନାଟୁ ଗୀତକୁ ଓରିଜିନାଲ ଗୀତ ବର୍ଗରେ ଏବଂ ଚଳଚ୍ଚିତ୍ର ‘…

‘ଆର୍‌ଆର୍‌ଆର୍‌’ ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ଜିତିଛି ‘ଆର୍‌ଆର୍‌ଆର୍‌’ ଫିଲ୍ମ । ଏସଏସ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ର ‘ନାଟୁ ନାଟୁ’ ଗୀତକୁ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ମିଳିଛି।‘ଆର୍‌ଆର୍‌ଆର୍‌’ ରେ ଜୁନିଆର୍‌ ଏନ୍‌ଟିଆର୍‌ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ…

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ। କୋଭିଡ୍-୧୯ କାରଣରୁ…

ଆସିଲା ‘RRR‌’ ଟିଜର, ଦମ୍‌ଦାମର ଲୁକରେ ଜୁନିଅର ଏନ୍‌ଟିଆର୍‌

ତେଲେଙ୍ଗାନା: ଆସିଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଅର୍‌ଅର୍‌’ର ଟିଜର । ଏଥିରେ ସାଉଥ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଦମ୍‌ଦାର ଲୁକ୍ ଦେଖିବାକୁ ମିଳିଛି । ପୁରା ଆକ୍‌ସନ୍ ମୋଡରେ ନଜର ଆସିଛନ୍ତି ଜୁନିଅର ଏନ୍‌ଟିଆର୍ । ଏଥିରେ ତାଙ୍କୁ ଭୀମ ଭୂମିକାରେ ଦେଖିବାକୁ ମିଳିବ । ଏହି…

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ "RRR" ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ…