Latest Odisha News
Browsing Tag

rti

ଆରଟିଆଇରେ ତଥ୍ୟ ମାଗିଲେ ବିଡିଓ ଧମକ ଦେଉଥିବା ଅଭିଯୋଗ, ଥାନାରେ ଏତଲା

ଜଗତସିଂହପୁର: ବିବାଦରେ ଜଗତସିଂହପୁର ବିଡିଓ । ଆରଟିଆଇରେ ତଥ୍ୟ ମାଗିବାରୁ ବିଡିଓ ଧମକ ଦେଉଥିବା ଅଭିଯୋଗ ହୋଇଛି । ବିଡିଓ ଜାତିଆଣ ଆକ୍ଷେପ କରିବା ଏବଂ ଅଶାଳୀନ ବ୍ୟବହାର କରିଥିବା ନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ । ସଦର ଥାନା ଟିଟିଗାଁର ଦେବେନ୍ଦ୍ର ଦାସ…

୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟରେ ଅନଲାଇନ୍ RTI ପୋର୍ଟାଲ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଥିବା ୨୫ଟି ଯାକ ହାଇକୋର୍ଟରେ ରହିବ ଆରଟିଆଇ ପୋର୍ଟାଲ୍ । ଏନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ହାଇକୋର୍ଟ…

୫ ମାସ ତଳେ ମନରେଗା ଯୋଜନାରେ ଟଙ୍କା ଉଠିଛି, ଏବେ ମେସିନ୍ ଖୋଳୁଛି ପୋଖରି !

ନୂଆପଡ଼ା: କାଗଜ କହୁଛି କାମ ହୋଇଛି ୫ ମାସ ତଳୁ । କିନ୍ତୁ ଏବେ ମେସିନ୍ ଲଗାଇ ଖୋଳା ଚାଲିଛି ପୋଖରି । ତରବରିଆ ଭାବେ ଦୋଷ ଘୋଡ଼ାଇବାକୁ ଚାଲିଛି ତାଳିପକା ଉଦ୍ୟମ । ଅନିୟମିତତାର ଏ ଅଭିଯୋଗ ଆସିଛି ନୂଆପଡ଼ାରୁ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ହେଉଥିବା ଫାର୍ମ ଫଣ୍ଡ କାମ…

୯ ଆଇପିଏସଙ୍କ ପାଇଁ କୋଡ଼ିଏ ଗାଡ଼ି; ୬ ବର୍ଷରେ ତେଲ ଖର୍ଚ୍ଚ, ୧.୦୯ କୋଟି

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ପୋଲିସ କର୍ମଚାରୀଙ୍କ ଗାଡ଼ିରେ ଯାଉଛି ଭରପୁର ତେଲ। ଛ ବର୍ଷରେ ତେଲ ଖର୍ଚ୍ଚ କୋଟିଏ ଟଙ୍କା। କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମରେ 9 ଆଇପିଏସ ଅଧିକାରୀଙ୍କ ସହ ଜଡିତ ଏସୟୁବି ଏବଂ ସିଡାନ ସମେତ ପାଖାପାଖି 20ଟି ସରକାର ଗାଡିରେ 1.09 କୋଟି ଟଙ୍କାର ତେଲ ଖର୍ଚ୍ଚ ହୋଇଛି।…