Latest Odisha News

BREAKING NEWS

Browsing Tag

russia-ukraine-war

ୟୁକ୍ରେନରୁ ୨୪ ଘଣ୍ଟାରେ ଉଦ୍ଧାର ହୋଇଛନ୍ତି ୧୩୭୭ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ୍ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଘମାଘୋଟ ଲଢ଼େଇ ଚାଲିଛି । ଖାରକିଭରେ ତୁହାକୁ ତୁହା ହମଲା କରୁଛନ୍ତି ରୁଷ୍ ସେନା । ଏଭଳି ସ୍ଥିତିରେ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ଗତ ୨୪ ଘଣ୍ଟାରେ ୟୁକ୍ରେନରୁ ୧୩ଶହ ୭୭ ଭାରତୀୟଙ୍କୁ ଉଦ୍ଧାର…

ରୁଷ୍ ପାଇଁ ଆମେରିକା ବାୟୁସୀମା ବନ୍ଦ କଲେ ବାଇଡେନ୍

ଓ୍ୱାଶିଂଟନ୍: ୟୁକ୍ରେନ ବିରୋଧରେ ଯୁଦ୍ଧ କରି ବିଶ୍ୱ ଦରବାରରେ ଏକ ଘରକିଆ ହେଉଛି ରୁଷିଆ । ୟୁରୋପୀୟ ସଂଘର ବହୁ ରାଷ୍ଟ୍ର ରୁଷ୍ ଉପରେ ପ୍ରତିବନ୍ଧନ ଲଗାଉଛନ୍ତି । ଏବେ ରୁଷ୍ ବିରୋଧରେ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ରୁଷକୁ ଆମେରିକାର ବାୟୁସୀମା ବନ୍ଦ କରିଛନ୍ତି ।…

ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ରୋମାନିଆ ଗଲା ବାୟୁସେନାର C-17 ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏହି ଅଭିଯାନରେ ଏବେ ସାମିଲ ହୋଇଛି ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାୟୁସେନାର C-17 ଏୟାରକ୍ରାଫ୍ଟ ରୋମାନିଆ ଯାତ୍ରା…

ୟୁକ୍ରେନ୍ ଫେରନ୍ତା ଭାରତୀୟଙ୍କ ପାଇଁ ପୋଲାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ୟୁକ୍ରେନରେ ଦିନକୁ ଦିନ ଯୁଦ୍ଧ ସ୍ଥିତି ବିଗିଡିବାରେ ଲାଗିଛି । ବିଭିନ୍ନ ଦେଶର ନାଗରିକ ୟୁକ୍ରେନ୍ ଛାଡୁଛନ୍ତି । ସେଠାର ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣୁଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟ ଫେରୁଛନ୍ତି ।…

ରୁଷ ସୈନ୍ୟକୁ ୟୁକ୍ରେନର ମୁହଁତୋଡ ଜବାବ: ଯୁଦ୍ଧରେ ଗଡିଲାଣି ସାଢ଼େ ୪ହଜାର ରୁଷ୍ ସୈନିକଙ୍କ ମୁଣ୍ଡ

କିଭ୍(ୟୁକ୍ରେନ୍): ରୁଷ୍-ୟୁକ୍ରେନ୍ ଭିତରେ ଜୋରଦାର ହୋଇଛି ଲଢ଼େଇ । ଦିନ ରାତି ଚାଲିଛି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭ୍ ଦଖଲ ପାଇଁ ରୁଷ୍ ତୁହାକୁ ତୁହା ମିସାଇଲ୍ ମାଡ଼ କରୁଛି । କିଭ୍ ଆକାଶରେ ଚକର କାଟୁଛି ରୁଷର ଲଢୁଆ ଯୁଦ୍ଧ ବିମାନ । ସ୍ଥଳ ଓ ଜଳପଥରୁ ବି ହମଲା ଚାଲିଛି । ପୁଟିନ୍…

ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁକ୍ରେନ ସୀମାନ୍ତ ଦେଶକୁ ଯିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଦିଗରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗାରେ ଏଯାଏ ୫ଟି ବିମାନରେ ହଜାରେରୁ ଅଧିକ ଭାରତୀୟ ସ୍ୱଦେଶ ଫେରିଲେଣି । ଆଜି ଉଚ୍ଚସ୍ତରୀୟ ବୈଠକରେ ୟୁକ୍ରେନ୍ ସ୍ଥିତି ଓ ଭାରତୀୟଙ୍କୁ ଫେରାଇ ଆଣିବା…

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ଫେରିଲେ ଆଉ ୨୪୯ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱଦେଶ ଫେରୁଛନ୍ତି ଶତାଧିକ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଅଧିକାଂଶ ଛାତ୍ରଛାତ୍ରୀ । ଅପରେସନ୍ ଗଙ୍ଗରେ ଭାରତରେ ପହଞ୍ଚିଛି ପଞ୍ଚମ ବିମାନ । ରୋମାନିଆର ବୁଖାରେଷ୍ଟରୁ ୨୪୯ ଜଣ ଭାରତୀୟ ନେଇ ଦିଲ୍ଲୀ…

ଖାରକିଭରେ ଗ୍ୟାସ ପାଇପ୍ ଲାଇନ୍ ଉଡ଼ାଇଲା ରୁଷ ସେନା

କିଭ୍(ୟୁକ୍ରେନ୍): ତୀବ୍ର ହେଉଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଜୋରଦାର ଲଢ଼େଇ ଚାଲିଛି । ରୁଷ୍ ସେନା ଆଗକୁ ଆଗକୁ ବଢୁଥିବା ବେଳେ ଅଟକାଇବା ପାଇଁ ଭରପୁର ପ୍ରୟାସ ଚଳାଇଛି ୟୁକ୍ରେନ୍ ସେନା । ଘନ ଘନ ବିସ୍ଫୋରଣ କରୁଛି ପୁଟିନ୍ ସେନା । ମିସାଇଲ୍ ମାଡ କରୁଛି । ୟୁକ୍ରେନର ଦ୍ୱିତୀୟ ବୃହତ ସହର…

ଦିଲ୍ଲୀରେ ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଆଉ ୨୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରନରେ ଯୁଦ୍ଧ ଘନଘଟା ଭିତରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । କେନ୍ଦ୍ର ସରକାରଙ୍କ ସହଯୋଗରେ ସେଠାରେ ଥିବା ଭାରତୀୟ ଘର ବାହୁଡ଼ା କରୁଛନ୍ତି । ୟୁକ୍ରେନରୁ ଆଉ ୨୫୦ ଭାରତୀୟ ନାଗରିକ ଫେରିଛନ୍ତି । ଆଜି ସକାଳୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ସେମାନଙ୍କୁ ରୋମାନିଆର…

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଗଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ଘନଘଟା ଭିତରେ ଫସିଛନ୍ତି ବହୁ ଭାରତୀୟ । ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଭାରତୀୟଙ୍କୁ ରୋମାନିଆ ଓ ହଙ୍ଗେରୀ ଦେଇ ଫେରାଇ ଅଣାଯିବ । ଏଥିପାଇଁ ରୋମାନିଆ ରାଜଧାନୀ ବୁଖାରେଷ୍ଟ ଓ…