କବିତା : ପରିବ୍ରାଜକଟିଏ ମୋ ଦେଶରେ
ସ୍ମୃତି ରଞ୍ଜନ ତ୍ରିପାଠୀ
ପଚାରନା ମୋ ଘର ଠିକଣା
ଏଇ ସେ ସରହଦ୍ ବାହାରେ କୁଆଡେ
ଏବେ ଏବେ ଶବ ମୁହଁରେ
ଗୁଞ୍ଜି ଦେଇଆସିଛି ବଳକା ଆୟୁଷ ମାନଙ୍କ ପଞ୍ଜୀକରଣ ବୀମା
ଆଗାମୀ ଲୋଭ ମାନଙ୍କ ଦାୟାଦ ଆଗରେ,
କହିପାର ତୁମେ ଦେଶ ପାଇଁ ଜୀବନର ଗାଥା ଗାଉଥିବା
ଗୋଟିଏ ପରିବ୍ରାଜକର ଅସଜଡ଼ା କବିତାର…