Latest Odisha News

BREAKING NEWS

Browsing Tag

SAI International School

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଭୁବନେଶ୍ୱର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଅବସରରେ ସ୍ୱାଭିମାନର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ ଶ୍ରୁତି ମହାପାତ୍ର କହିଥିଲେ, “ଭିନ୍ନକ୍ଷମର ଅର୍ଥ ହେଉଛି…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇ-ସାଇମୁନ୍ ୨୦୨୧ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ନବମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଜୁଲାଇ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି…

ବ୍ରିଟେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହେଲା ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଡରନ୍ୟାସନାଲ୍ ସ୍କୁଲର ଆଉ ଏକ ବଡ଼ ଉପଲବ୍ଧି । ବ୍ରିଡେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହୋଇଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଅଗ୍ରଣୀ କେମ୍ବ୍ରିଜ ପ୍ରୋଗ୍ରାମ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ ଆୟୋଜିତ ହୋଇଛି । ଅଧିବେଶନରେ ଦେଶର ବିକାଶ ଉପରେ ଆଲୋଚନା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଆବାହତ ତଥା…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ‘ବିଦ୍ୟାଳୟ ଅଫ୍ ଦି ଇୟର ୨୦୨୦’ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବିଜନେସ୍ ଓ୍ବାଲ୍ଡ ଦ୍ୱାରା ପ୍ରଦତ୍ତ କେ ୧୨ ବିଦ୍ୟାଳୟ ବର୍ଗ ଅଧୀନରେ 'ସ୍କୁଲ୍ ଅଫ୍ ଦି ଇୟର' ପୁରସ୍କାର ୨୦୨୦ ହାସଲ କରିଛି। ପୂର୍ବରୁ ଏହା 14th annual EducationWorld India School Rankings (EWISR) 2020-21 surveyରେ ଭାରତର ନଂ ୧…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ମାନସିକ ସ୍ୱାସ୍ଥ୍ୟ ଉପରେ ଅନଲାଇନ ସେମିନାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ମାନସିକ ସ୍ୱାସ୍ଥ୍ୟ ଉପରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ରବିବାର ଦିନ ଏକ ସେମିନାର ଆୟୋଜନ ହୋଇଛି। ଏଥିରେ ୧୧ ଟି ଦେଶର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ଏସିଆ ଏବଂ ଗଲ୍ଫ, ୟୁରୋପ ଏବଂ ଭୂମଧ୍ୟସାଗର, ମଧ୍ୟ ପୂର୍ବ, ଆଫ୍ରିକା…

ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ ପରୀକ୍ଷାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଜେଇଇ ଆଡଭାନସରେ ଛାତ୍ର ଶିବାଶିଷ ରାଉତ ମୋଟ ୨୮୭ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୭୩ ତମ ର‌୍ୟାଙ୍କରେ ଅଛନ୍ତି । ଏଥିରେ ସହ ରାଜ୍ୟରେ…

ସାଇ ଇଣ୍ଟରନ୍ୟାସନାଲରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ମାତୃତ୍ୱ ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାଇ ଇଣ୍ଟରନ୍ୟାସନାଲରେ ମାତୃତ୍ୱ ଦିବସ ଉତ୍ସାହର ସହିତ ପାଳିତ ହୋଇଛି । ମାତୃତ୍ୱ ଦିବସର ଉଦ୍ଦିପନାକୁ କରୋନା ଭୂତାଣୁ ପ୍ରତିହତ କରିପାରିନଥିଲା । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ, ସାଇ ଆଙ୍ଗନ ଏବଂ ସାଇ ଇଣ୍ଟରନ୍ୟାସନାଲ ରେସିଡ଼େନ୍ସିଆଲ…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…