Latest Odisha News

BREAKING NEWS

Browsing Tag

Sakhigopal Temple

ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧା ପାଦଦର୍ଶନ ପାଇଁ ଲମ୍ବା ଧାଡ଼ି

୨ ବର୍ଷ ପରେ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ । ଭକ୍ତଙ୍କ ଗହଳିରେ ହସୁଛନ୍ତି ପ୍ରଭୁ ସାକ୍ଷୀଗୋପାଳ । ନଟବର ବେଶରେ ଦର୍ଶନ ଦେଉଛନ୍ତି ହଟିଆ ଠାକୁର । ମାଆ ରାଧାଙ୍କ ପାଦଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ । ମାଆ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଝଟକୁଥିବା ଅଳଙ୍କାର…

ପବିତ୍ର ଅଁଳା ନବମୀ: ଶ୍ରୀରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ଭିତରେ…

ଆଜି ପବିତ୍ର ଅଁଳା ନବମୀ; କଟକଣା ମଧ୍ୟରେ ସାକ୍ଷୀଗୋପାଳ ମନ୍ଦିରରେ ହେଉଛି ନିତିକାନ୍ତି

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅଁଳା ନବମୀ। ରାଧାରାଣୀ ଆଜି ଓଡ଼ିଆଣୀ ବେଶରେ ସଜ୍ଜିତ ହେବେ ରାଧା  । ସବୁକିଛି ସାମାନ୍ୟ ଥିଲେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗିଥାନ୍ତା ଭକ୍ତଙ୍କ ଭିଡ଼। ଜନସମୁଦ୍ର ପାଲଟିଥାନ୍ତା ସାକ୍ଷୀଗୋପଲ ମନ୍ଦିର ପରିସର। ମାତ୍ର ଚଳିତ ବର୍ଷ ସବୁ ଫିକା। କରୋନା…

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ପିପିଲି (ପୁରୀ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପଦ ଦର୍ଶନ କରାଯାଏ । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତାପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଅଁଳା ନବମୀରେ ଭକ୍ତ ଆସିବା…