Latest Odisha News

BREAKING NEWS

Browsing Tag

salman khan

ଆର୍ୟନ ଗିରଫ ପରେ ଶାହାରୁଖଙ୍କୁ ଭେଟିବାକୁ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟିରେ ସାମିଲ ଅଭିଯୋଗରେ ଗିରଫ ହୋଇଛନ୍ତି ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ । ତାଙ୍କୁ ଦିନିକିଆ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଆଜି ଯାଏ ତାଙ୍କୁ ରିମାଣ୍ଡରେ ନେଇଛି ଏନସିବି । ଗତକାଲି ଆର୍ୟନ ଗିରଫ…

ଗେମ୍‌ ‘ସେଲମନ୍ ଭୋଇ’ ବିରୋଧରେ ମକଦ୍ଦମା ଦାୟର କଲେ ସଲମାନ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଗେମ୍‌ 'ସେଲମନ୍ ଭୋଇ' ବିରୋଧରେ ଅଭିନେତା ସଲମାନ ଖାନ ମୁମ୍ବାଇ ସିଭିଲ କୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି। ଏହି ଗେମ୍‌ ସଲ୍‌ମାନଙ୍କ ଚର୍ଚ୍ଚିତ ୨୦୦୨ ହିଟ୍-ରନ୍ ମାମଲା ଉପରେ ଆଧାରିତ। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା…

ଅନୀସ ବଜମିଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ଅନୀସ ବଜମିଙ୍କ ଆଗାମୀ କମେଡି ଫିଲ୍ମରେ ଅଭିନୟ କରିବେ ବଲିଉଡର ଭାଇଜାନ ସଲମାନ ଖାଁ । ଏଥିରେ ସେ ପ୍ରେମ ଭୂମିକାରେ ଅବତୀର୍ଣ୍ଣ ହେବେ । କ୍ୟାରିୟରରେ ୧୫ତମ ଥର ପାଇଁ ସଲମାନଙ୍କ ସ୍କ୍ରିନ ନାମ ପ୍ରେମ ହେବାକୁ ଯାଉଛି । ପୂର୍ବରୁ ଅନୀସଙ୍କ ରେଡୀ ଓ ନୋ ଏଂଟ୍ରି ଫିଲ୍ମରେ ସଲମାନ ଅଭିନୟ…

କରୋନାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଯୁବକକୁ ସାହାଯ୍ୟର ହାତ ବଢାଇଲେ ସଲ୍‌ମାନ

ମୁମ୍ବାଇ: ଦେଶରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ଅନେକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ତେବେ ଖବର ଅନୁଯାୟୀ ଅଭିନେତା ସଲମାନ ଖାନ କରୋନାରେ ନିଜ ପପରିବାରକୁ ହରାଇଥିବା ଜଣେ ୧୮ ବର୍ଷୀୟ ବାଳକକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସଲ୍‌ମାନ କର୍ଣ୍ଣାଟକର ଜଣେ ୧୮ ବର୍ଷର…

ମୁମ୍ବାଇର ଫ୍ରଣ୍ଟଲାଇନ୍‌ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସଲମାନ; ଭିଡିଓ ଭାଇରାଲ

ମୁମ୍ବାଇ: ଦେଶରେ କରୋନା କାୟା ମେଲାଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରେକର୍ଡ ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ମହା ସରକାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ମେଡିକାଲ ଏବଂ ପୋଲିସ୍ କର୍ମଚାରୀ, ବିଏମସି…

ଦବଙ୍ଗଷ୍ଟାର ସଲମାନ ଖାନ୍ ନେଇଛନ୍ତି କରୋନା ଟିକା 

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ନେଇଛନ୍ତି କରୋନା ଟିକା । ସେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସଲ୍ଲୁ ଭାଇ ।  ସେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ପହଞ୍ଚି ଟିକା ନେଇଛନ୍ତି ।  ଦେଶରେ କରୋନା ଏବେ ପୁଣି ତାର କାୟା ମେଲାଇଛି । ଧୀରେ…

ନିଜ ଭଉଣୀ ବାହାଘରରେ ସଲ୍‌ମାନଙ୍କ ଟାୱେଲ ଲୁକ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କ ତାଙ୍କ ଭଉଣୀ ଅର୍ପିତା ଖାନଙ୍କୁ ବହୁତ ଭଲପାଆନ୍ତି। ଏ କଥା ତ ସମସ୍ତେ ଜାଣନ୍ତି। ଏମିତିକି ସଲମାନ ଅର୍ପିତାଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି। ୨୦୧୪ରେ, ଅର୍ପିତାଙ୍କ ବିବାହ ଆୟୁଷ ଶର୍ମାଙ୍କ ସହିତ ବେଶ୍‌ ଧୁମ୍‌ଧାମ୍‌ରେ ହୋଇଥିଲା।…

ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ‘ପଠାନ୍’ ପାଇଁ‌ ସୁଟିଂ ଆରମ୍ଭ କରିବେ ସଲ୍‌ମାନ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନ ବିଗ୍ ବସ୍ ୧୪ ସିଜିନ୍‌ ଶେଷ ହେବା ପରେ ତାଙ୍କ ଆକ୍ସନ୍ ଥ୍ରୀଲର ମୁଭି 'ପଠାନ୍‌'ରେ ଘନିଷ୍ଠ ବନ୍ଧୁ ଶାହରୁଖ ଖାନଙ୍କ ସହ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି। 'ପଠାନ'ରେ ସଲମାନଙ୍କର ଏକ ବିଶେଷ ଭୂମିକା ରହିଛି, ଯାହାର ଶୁଟିଂ ବର୍ତ୍ତମାନ ଚାଲିଛି। ୟଶ…

କୃଷକ ଆନ୍ଦୋଳନକୁ ନେଇ ନୀରବତା ଭାଙ୍ଗିଲେ ସଲ୍‌ମାନ; କହିଲେ ଏମିତି କଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଲିବ୍ରେଟମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି। ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…