Latest Odisha News

BREAKING NEWS

Browsing Tag

salman khan

୬ ମାସ ପରେ ସୁଟିଂ ସେଟରେ ସଲମାନ, ଆରମ୍ଭ ହେଲା ‘ରାଧେ’ର ସୁଟିଂ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଠପ୍ ହୋଇ ଯାଇଥିଲା ସାରା ବିଶ୍ୱ । ଏବେ ସ୍ୱାଭାବିକ ପରିସ୍ଥିତି ଫେରୁଛି । ପୁଣି ଥରେ ଆରମ୍ଭ ହୋଇଛି ଫିଲ୍ମ ସୁଟିଂ । ଅପକମିଂ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିଛନ୍ତି ସଲମାନ ଖାନ । ଏନେଇ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସଲମାନ୍ । ଫଟୋ ସେୟାର…

ବିଗ୍ ବସ୍ ୧୪: ସଲମାନ ଖାନଙ୍କ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ବିଷୟରେ ଜାଣନ୍ତୁ

କିମ୍ବଦନ୍ତୀ ବଲିଉଡର ପ୍ଲେକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁଙ୍କୁ ବିଗ୍ ବସ୍ ୧୪ ଘର ଭିତରେ ଦେଖିବାକୁ ମିଳିବ । ଗୁରୁବାର ଦିନ ବିଗ୍ ବସ୍ ର ନୂଆ ସିଜିନର ପ୍ରଥମ ପ୍ରତିଯୋଗୀ ଭାବରେ ଜାନଙ୍କୁ ପରିଚିତ କରାଯାଇଥିଲା । ରିୟଲିଟି ସୋ’ର ହୋଷ୍ଟ ସଲମାନ ଖାନ ଏକ ଭର୍ଚୁଆଲ ସାମ୍ବାଦିକ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହର ସମେତ ଅନ୍ୟ ୭ଜଣଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବଲିଉଡର ଆଠଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ଦୀନେଶ ଭିଜାନ ଏବଂ…

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ' ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ'ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ? ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ'…

ବିଲରେ ଧାନ ରୋଉଛନ୍ତି ସଲମାନ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତାରୁ ଚାଷୀ ପାଲଟିଲେ ବଲିଉଡର ଭାଇଜାନ ସଲମାନ ଖାନ । ବିଲରେ ରୋଇଲେ ଧାନ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଳାଇ ହଳ ମଧ୍ୟ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । Rice plantation done . . pic.twitter.com/uNxVj6Its4 — Salman Khan…

ଟ୍ରାକ୍ଟର ଚଳାଇ ଚାଷ କଲେ ସଲମାନ ଖାନ୍

ସଲମାନ ଖାନଙ୍କ ଚାଷୀ ଅନ୍ଦାଜ । ନିଜେ ଟ୍ରାକ୍ଟର ଚଳାଇ ବିଲରେ ଚାଳ କରିଛନ୍ତି । ପାଣି କାଦୁଅ ଭିତରେ ଜମିରେ ଟ୍ରାକ୍ଟର ଚଳାଇଛନ୍ତି ବଲିଉଡ ସୁପରଷ୍ଟାର । ଏହାର ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଫାର୍ମିଂ । ଅର୍ଥାତ ଚାଷ କରୁଛି । ଭିଡିଓରେ ସଲମାନ ଟ୍ରାକ୍ଟର…

ସଲମାନଙ୍କ ପାଇଁ ଏକତାଙ୍କ ସହ କଣ୍ଟ୍ରାକ୍ଟ ଭାଙ୍ଗିଲେ ଗୌତମ ଗୁଲାଟୀ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ବିଗବସ ବିଜେତା ଗୌତମ ଗୁଲାଟୀଙ୍କ ବଡ ନିଷ୍ପତ୍ତି । ଏକତା କାପୁରଙ୍କଠାରୁ ତିନିତିନୋଟି ଫିଲ୍ମର ଅଫର ପାଇଥିଲେ ବି ଶେଷରେ ସଲମାନଙ୍କ ପାଇଁ ସେ ବାଲାଜୀ ମୋଶନ ପିକ୍ଚର୍ସ ସହ କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି । ତୁଝ୍ ସଙ୍ଗ୍ ପ୍ରୀତ ଲଗାୟେ ସଜନା ଓ…

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ । View this post on Instagram…

ଲକ୍‌-ଡାଉନରେ ସୁପରଷ୍ଟାର ସଲମାନ କାହିଁକି ନେଲେ ଏପରି ନିଷ୍ପତ୍ତି !

ମୁମ୍ବାଇ: ଖୁବଶୀଘ୍ର ବଲିଉଡ ସୁପରଷ୍ଟାର ସଲମାନ ଖୋଲିବେ ନିଜର ୟୁ ଟ୍ୟୁବ ଚ୍ୟାନେଲ । ଚ୍ୟାନେଲର ନାଁ ରହିବ ବିଙ୍ଗ୍ ସଲମାନ ଖାନ । View this post on Instagram A post shared by…

କରୋନା ଅପଡେଟ୍‌; ଇନ୍‌ଷ୍ଟାଗ୍ରାମରେ ସଲମାନ୍ ଶେୟାର କଲେ ସର୍ଟ ଫିଲ୍ମ ‘ବାସ୍ତବ୍‌-୨’ !

ମୁମ୍ବାଇ: କରୋନାଭାଇରସ୍ ଉପରେ ଆଧାରିତ ଏକ ସର୍ଟଫିଲ୍ମକୁ ସୋସିଆଲ୍ ମିଡିଆରେ ଶେୟାର କଲେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ । ଫିଲ୍ମର ଟାଇଟଲ୍ ରହିଛି ବାସ୍ତବ୍‌-୨ । ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସଲମାନ ସର୍ଟ ଫିଲ୍ମ ବାସ୍ତବ-୨କୁ ଶେୟାର କରିଛନ୍ତି । କରୋନାଭାଇରସ୍ ଉପରେ…